ଅସହାୟ ସ୍ୱାମୀଙ୍କ ଆଖି ଆଗରେ ସ୍ତ୍ରୀ ଓ ଝିଅଙ୍କୁ ନୃଶଂସ ହତ୍ୟା

ବଣାଇ(ରଞ୍ଜିତ ଚୌଧୁରୀ): ହିଂସ୍ର ହୋଇପଡ଼ିଥିଲେ ଗାଁ ଲୋକ! ହେଲେ ଅସହାୟ ଥିଲେ ବିଶା। ରାତିର ଅନ୍ଧକାରରେ ସବୁ ଦିଶୁଥିଲା ଜଳଜଳ। କିନ୍ତୁ ପ୍ରତିବାଦ କରିବାର ଚାରା ନ ଥିଲା ତାଙ୍କ ପାଖରେ। ହିଂସ୍ର ହାଇପଡିଥିବା ଗାଁ ଲୋକେ ପଶୁ ଭଳି ଝୁଣି ମାରିବାକୁ ବସିଥିଲ ସ୍ତ୍ରୀ ଗାଙ୍ଗୀ ଓ ଝିଅ ଶିବାନୀଙ୍କୁ। ଦେଖୁ ଦେଖୁ ସବୁ ସରିଗଲା। ବିଶାଙ୍କ ଆଖି ସାମ୍ନାର ଆଖି ମୁଦିଲେ ଝିଅ ଆଉ ସ୍ତ୍ରୀ। ଆଉ ଏହି ନୃସଂଶ କାଣ୍ଡର ମୁକ ସାକ୍ଷୀ […]

Body-of-woman,-who-was-missing-along-with-her-daughter-for-past-5-days,-recovered-from-the-banks-of-Brahmani-River

Manoranjan Sial
  • Published: Friday, 13 September 2019
  • Updated: 14 September 2019, 12:05 PM IST

Sports

Latest News

ବଣାଇ(ରଞ୍ଜିତ ଚୌଧୁରୀ): ହିଂସ୍ର ହୋଇପଡ଼ିଥିଲେ ଗାଁ ଲୋକ! ହେଲେ ଅସହାୟ ଥିଲେ ବିଶା। ରାତିର ଅନ୍ଧକାରରେ ସବୁ ଦିଶୁଥିଲା ଜଳଜଳ। କିନ୍ତୁ ପ୍ରତିବାଦ କରିବାର ଚାରା ନ ଥିଲା ତାଙ୍କ ପାଖରେ। ହିଂସ୍ର ହାଇପଡିଥିବା ଗାଁ ଲୋକେ ପଶୁ ଭଳି ଝୁଣି ମାରିବାକୁ ବସିଥିଲ ସ୍ତ୍ରୀ ଗାଙ୍ଗୀ ଓ ଝିଅ ଶିବାନୀଙ୍କୁ। ଦେଖୁ ଦେଖୁ ସବୁ ସରିଗଲା। ବିଶାଙ୍କ ଆଖି ସାମ୍ନାର ଆଖି ମୁଦିଲେ ଝିଅ ଆଉ ସ୍ତ୍ରୀ। ଆଉ ଏହି ନୃସଂଶ କାଣ୍ଡର ମୁକ ସାକ୍ଷୀ ହୋଇପଡିଥିଲ ବିଶା କେରକେଟା।

ପୂରା ଘଟଣା ଥିଲା ଏମିତି।

କିଛି ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ଚାନ୍ଧିପୋଷ ଥାନା ଅନ୍ତର୍ଗତ ରାବଣ ଝୋଲା ଗାଁରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ପରେ ଗାଁର କେତେକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଉକ୍ତ ଗାଁର ଗାଙ୍ଗୀ କେରକେଟା ଡାହାଣୀ ହୋଇଥିବାରୁ ଲୋକଙ୍କୁ ଜ୍ୱର ଛାଡ଼ୁନଥିବା ସନ୍ଦେହ କରୁଥିଲେ ସାହି ପଡ଼ିଶା। ଯେଉଁଥିପାଇଁ ଗତ ୯ ତାରିଖ ସନ୍ଧ୍ୟା ବେଳେ ଗାଁରେ ସାରନା ପୂଜା ଆୟୋଜନ କରାଯାଇଥିଲା। ଏହି ପୂଜାରେ ଗାଁର ସବୁ ଲୋକ ସାମିଲ୍‌ ହୋଇଥିଲେ। ପୂଜା ଚାଲିଥିବା ବେଳେ କେତେକ ଲୋକ ଗାଙ୍ଗୀଙ୍କୁ ଡାହାଣୀ ବୋଲି କହିଥିଲେ। ପରେ ଗାଁ ଲୋକେ ସଂଘବଦ୍ଧଭାବେ ଗାଙ୍ଗୀଙ୍କ ଘରେ ପଶିଥିଲେ। ପ୍ରଥମେ ଗାଙ୍ଗୀଙ୍କୁ ଶୋଇବା ଘରୁ ଟେକିଆଣି ରାସ୍ତା ଉପରେ ନିର୍ମମ ଭାବେ ହତ୍ୟା କରିଥିଲେ। ମାଆର ପାଟି ଶୁଣି ୫ ବର୍ଷର ଝିଅ ଶିବାନୀ ମଧ୍ୟ ସେଠାରୁ ଚାଲି ଆସିଥିଲା। ଗାଙ୍ଗୀଙ୍କୁ ପିଟାପିଟ୍‌ କରୁଥିବା ବେଳେ ଶିବାନୀ ମୁଣ୍ଡରେ ବାଜିଥିଲା ଶକ୍ତ ଆଘାତ। ଫଳରେ ତା ମୁଣ୍ଡରୁ ରକ୍ତ ଶ୍ରାବ ହୋଇଥିଲା। ମେଡିକାଲ୍‌କୁ ନେଲେ ଧରାପଡ଼ିବା ଭୟରେ ଶିବାନୀ ଚଣ୍ଟି ଚିପି ହତ୍ୟା କରିଥିଲେ ଗାଁ କେତେକ ଲୋକ। ତା’ପରେ ମାଆ ଓ ଝିଅଙ୍କ ମୃତଦେହକୁ ଏକ ଅଖାରେ ପୁରାଇ ବ୍ରାହ୍ମଣୀ ନଦୀରେ ଭସାଇ ଦେଇଥିଲେ। ହେଲେ ଗାଁ ଲୋକଙ୍କ ଏପରି ବର୍ବରକାଣ୍ଡ ଦେଖି ବିଶା ଡରିଯାଇଥିଲେ। ନିଜ ଜୀବନ ଭୟରେ ସେହି ରାତିରେ ଘର ଛାଡ଼ି କେଉଁ ଆଡ଼େ ଚାଲିଯାଇଥିଲେ।

ପରେ ବିଶା ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲା। ପରେ ବିଶା ପୂରା ଘଟଣା ପୁଲିସକୁ କହିଥିଲା। ପୁଲିସ ମାମଲା ରୁଜୁ କରି ଗାଙ୍ଗୀ ଓ ତାଙ୍କ ଝିଅକୁ ଖୋଜିଥିଲା। ମାତ୍ର ପର୍ତ୍ତା ପାଇନଥିଲା। ତେବେ ଗାଙ୍ଗୀଙ୍କ ମୃତଦେହ ଦର୍ଜି ନିକଟ ବ୍ରାହ୍ମଣୀ ନଦୀ କୂଳରୁ ପୁଲିସ ଉଦ୍ଧାର କରିଛି। ଏ ପର୍ଯ୍ୟନ ଝିଅର ମୃତଦେହ ମିଳି ପାରିନାହିଁ। ଏହି ମାମଲାରେ ପୁଲିସ ଗାଁର କେତେକ ଲୋକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story