ଖସି ପଡ଼ିଲେ ବୃଦ୍ଧ, କଟିଗଲା ଗୋଡ଼

ବଲାଙ୍ଗିର: ଟ୍ରେନ୍‌ରୁ ଖସି ଗୋଡ ହରାଇଲେ ବୃଦ୍ଧ। ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ରେଲୱେ ଷ୍ଟେସନରେ। ପ୍ୟାଲେସ ଲାଇନ ପଡ଼ାର  ଜୁଲକରନାଇଁ ମିୟାଁ ସମ୍ୱଲପୁରରେ ନିଜ ସ୍ତ୍ରୀଙ୍କୁ ଛାଡ଼ି  ଇସ୍ପାତ ଏକ୍ସପ୍ରେସରେ ଫେରୁଥିଲେ। ହେଲେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନ୍ ଅଟକିବା ଆଗରୁ ମିୟାଁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କର ଗୋଡ଼ ଖସି ଯାଇଥିଲା। ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ଅନ୍ୟଟିରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଯାତ୍ରୀ ଓ ରେଳବାଇ […]

bolangir

bolangir

Rakesh Mallick
  • Published: Monday, 18 December 2017
  • Updated: 18 December 2017, 12:57 PM IST

Sports

Latest News

ବଲାଙ୍ଗିର: ଟ୍ରେନ୍‌ରୁ ଖସି ଗୋଡ ହରାଇଲେ ବୃଦ୍ଧ। ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ରେଲୱେ ଷ୍ଟେସନରେ। ପ୍ୟାଲେସ ଲାଇନ ପଡ଼ାର  ଜୁଲକରନାଇଁ ମିୟାଁ ସମ୍ୱଲପୁରରେ ନିଜ ସ୍ତ୍ରୀଙ୍କୁ ଛାଡ଼ି  ଇସ୍ପାତ ଏକ୍ସପ୍ରେସରେ ଫେରୁଥିଲେ। ହେଲେ ବଲାଙ୍ଗିର ରେଲୱେ ଷ୍ଟେସନରେ ଟ୍ରେନ୍ ଅଟକିବା ଆଗରୁ ମିୟାଁ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଫଳରେ ତାଙ୍କର ଗୋଡ଼ ଖସି ଯାଇଥିଲା। ତାଙ୍କର ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ଅନ୍ୟଟିରେ ଗଭୀର ଆଘାତ ଲାଗିଛି।

ସ୍ଥାନୀୟ ଯାତ୍ରୀ ଓ ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଛନ୍ତି। ମିୟାଁଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story