ବଲାଙ୍ଗିର: ମଣ୍ଡି ଖୋଲିଛି, ହେଲେ ଆସୁ ନାହାନ୍ତି ଚାଷୀ

ବଲାଙ୍ଗିର: ଜିଲ୍ଲାରେ ମଣ୍ଡି ଖୋଲାଯାଇ ଧାନ କିଣା ଆରମ୍ଭ ହୋଇଛି। ହେଲେ ଅଧିକାଂଶ ମଣ୍ଡିକୁ ଚାଷୀ ଧାନ ବିକିବାକୁ ଆସୁନାହାନ୍ତି। ଧାନ ବିକ୍ରିକୁ ନେଇ ଅଜଣା ଆଶଙ୍କା ଓ ଆଲଫାବେଟିକାଲ ପ୍ରକ୍ରିୟାକୁ ବୁଝି ପାରୁନାହାନ୍ତି ଚାଷୀ। ଖାଲି ସେତିକି ନୁହେଁ, ଜିଲ୍ଲାରେ ପେକ୍ସ ଜରିଆରେ ଖୋଲିବାକୁ ଥିବା ୧୫୮ଟି ମଣ୍ଡିରୁ ମାତ୍ର ୮୮ଟି ଆରମ୍ଭ ହୋଇଛି। ୨୦ଦିନ ହେବ ମଣ୍ଡି ଖୋଲିଲାଣି। ଆବଶ୍ୟକୀୟ ସରଞ୍ଜ।ମ ସହ କର୍ମଚାରୀ ବି ଧାନ କିଣିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ହେଲେ […]

mandi

mandi

Rakesh Mallick
  • Published: Saturday, 26 December 2015
  • Updated: 26 December 2015, 03:48 PM IST

ବଲାଙ୍ଗିର: ଜିଲ୍ଲାରେ ମଣ୍ଡି ଖୋଲାଯାଇ ଧାନ କିଣା ଆରମ୍ଭ ହୋଇଛି। ହେଲେ ଅଧିକାଂଶ ମଣ୍ଡିକୁ ଚାଷୀ ଧାନ ବିକିବାକୁ ଆସୁନାହାନ୍ତି। ଧାନ ବିକ୍ରିକୁ ନେଇ ଅଜଣା ଆଶଙ୍କା ଓ ଆଲଫାବେଟିକାଲ ପ୍ରକ୍ରିୟାକୁ ବୁଝି ପାରୁନାହାନ୍ତି ଚାଷୀ। ଖାଲି ସେତିକି ନୁହେଁ, ଜିଲ୍ଲାରେ ପେକ୍ସ ଜରିଆରେ ଖୋଲିବାକୁ ଥିବା ୧୫୮ଟି ମଣ୍ଡିରୁ ମାତ୍ର ୮୮ଟି ଆରମ୍ଭ ହୋଇଛି। ୨୦ଦିନ ହେବ ମଣ୍ଡି ଖୋଲିଲାଣି। ଆବଶ୍ୟକୀୟ ସରଞ୍ଜ।ମ ସହ କର୍ମଚାରୀ ବି ଧାନ କିଣିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି। ହେଲେ ମଣ୍ଡିରେ ଚାଷୀଙ୍କ ଦେଖା ମିଳୁନାହିଁ। ବଲାଙ୍ଗିର ଉପକଣ୍ଠ ଭାଲେର ଗାଁରେ ଥିବା ପେକ୍ସକୁ ଧାନ ବିକିକୁ ଚାଷୀମାନେ ଆସୁ ନ ଥିବା ଦେଖିବାକୁ ମିଳୁଛି। ସେମାନଙ୍କ ଆଶଙ୍କା କରୁଛନ୍ତି, ମରୁଡିରୁ ବଞ୍ଚି ଯାଇଥିବା ଅଳ୍ପ ଧାନକୁ ବିକ୍ରି କରିଦେଲେ ଆଉ ମରୁଡି ସହାୟତା ପାଇବେନି। ଖାଲି ସେତିକି ନୁହେଁ, ଆଲଫାବେଟିକାଲି ଧାନ କିଣା ପ୍ରକ୍ରିୟାକୁ ବି ବୁଝି ନ ପାରି ମଣ୍ଡିକୁ ଚାଷୀ ଯାଉ ନ ଥିବା ଭାଲେର ପେକ୍ସ ସମ୍ପାଦକ ଶିରୋମଣି ସାହୁ କହିଛନ୍ତି।

ଜିଲ୍ଲାର ପେଡି ପ୍ରକ୍ୟୁରମେଣ୍ଟ ରିପୋର୍ଟ ଅନୁସାରେ ଲୋଇସିଂହା ବ୍ଲକରେ ଧାନ କିଣା ଟାର୍ଗେଟ୍ ୩୯,୮୧୭.୮୦ କୁଇଣ୍ଟାଲ ଥିବା ବେଳେ ଏପର୍ଯ୍ୟନ୍ତ ମୁଠେ ବି ଧାନ କିଣାଯାଇନାହିଁ। ଜିଲ୍ଲାର ୧୪ଟି ବ୍ଲକରେ ୨୩ ତାରିଖ ପର୍ଯ୍ୟନ୍ତ ୬୫,୯୪,୪୩୨.୯୨ କୁଇଣ୍ଟାଲ ଧାନ କିଣାଯିବାକୁ ଟାର୍ଗେଟ ଥିଲା। ବର୍ତ୍ତମାନ ସୁଦ୍ଧା ମାତ୍ର ୧୧,୦୩,୯୪୧.୮୬ କୁଇଣ୍ଟାଲ କିଣାଯାଇଛି। ଏଭଳି ପରିସ୍ଥିତିରେ ଚାଷୀଙ୍କଠାରୁ ସିଧାସଳଖ କମ୍ ମୂଲ୍ୟରେ ଧାନ କିଣି ମିଲର୍ସ ଓ ଦଲାଲ୍ ମାଲାମାଲ ହେଉଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story