ବଲାଙ୍ଗିର ସହରରେ ରାସ୍ତା ନିର୍ମାଣ ଲାଗି ଜବରଦଖଲ ଉଚ୍ଛେଦ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର ସହର ପାଟଣା ହୋଟେଲଠାରୁ ପି.ପି. ଏକାଡେମୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ଲାଗି ଦୁଇ ଛକ ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସହ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଦୀର୍ଘଦିନରୁ ପାଟଣା ହୋଟେଲ ଛକଠାରୁ ରମାଇ ଟକିଜ୍ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ […]

bol

bol

Rakesh Mallick
  • Published: Wednesday, 29 July 2015
  • Updated: 29 July 2015, 10:53 AM IST

Sports

Latest News

ବଲାଙ୍ଗିର: ବଲାଙ୍ଗିର ସହର ପାଟଣା ହୋଟେଲଠାରୁ ପି.ପି. ଏକାଡେମୀ ଛକ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ଲାଗି ଦୁଇ ଛକ ମଧ୍ୟରେ ଥିବା ଜବରଦଖଲ ଉଚ୍ଛେଦ କରାଯାଉଛି । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସହ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣା ସ୍ଥଳରେ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ଦୀର୍ଘଦିନରୁ ପାଟଣା ହୋଟେଲ ଛକଠାରୁ ରମାଇ ଟକିଜ୍ ପର୍ଯ୍ୟନ୍ତ ରାସ୍ତା ଶୋଚନୀୟ ହୋଇ ପଡି ରହିଥିଲା। ଫଳରେ ଏହି ରାସ୍ତା ନିର୍ମାଣ ପାଇଁ ସହରର ବିଭିନ୍ନ ସଂଗଠନ ପକ୍ଷରୁ ବାରମ୍ବାର ଦାବି କରାଯିବା ସହ ଏକାଧିକ ଥର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଇଥିଲା । ସେତେବେଳେ ଜିଲ୍ଲା ପ୍ରଶାସନ ଏହି ରାସ୍ତାରେ ଥିବା ଜବରଦଲଖ ପ୍ରଥମେ ଉଚ୍ଛଦ କରି ସରକାରୀ ଜାଗା ଚିହ୍ନଟ କରିବା ପରେ ରାସ୍ତା ନିର୍ମାଣ ଆରମ୍ଭ କରାଯିବ ବୋଲି ପୂର୍ତ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପାଟଣା ହୋଟେଲ୍ ଛକଠାରୁ ପି.ପି. ଏକାଡେମୀ ଛକ ପର୍ଯ୍ୟନ୍ତ ସରକାରୀ ସ୍ଥାନ ଚିହ୍ନଟ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସୂଚନା ଅନୁସାରେ ଆଜିଠାରୁ ଜବରଦଖଲ କରାଯାଇ ନିର୍ମାଣ ହୋଇଥିବା ଦୋକାନଗୁଡିକୁ ଭଙ୍ଗାଯାଉଛି । ଜିଲ୍ଲାପାଳ ଏମ୍. ମୁଥୁକୁମାରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ, ତହସିଲଦାର ଘଟଣା ସ୍ଥଳରେ ଉପସ୍ଥିତ ଥିଲେ । ତେବେ ଉଚ୍ଛେଦ ଦୋକାନୀମାନଙ୍କୁ ଥଇଥାନ କରାଯିବାକୁ ଦାବି ହୋଇଛି । ଏ ନେଇ ଜିଲ୍ଲାପାଳ ମୁଥୁକୁମାରଙ୍କୁ ଯୋଗାଯୋଗ କରାଯିବାରେ ସେ ଛୋଟ ଦୋକାନୀମାନଙ୍କୁ ଥଇଥାନ କରାଯିବ ବୋଲି ପ୍ରକାଶ କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story