ଟ୍ରଲର ପଛରେ ପିଟି ହେଲା ବୋଲେରୋ ପିକ୍ ଅପ୍: ୩ ମୃତ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଗତକାଲି ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ପ୍ରମୋଦ ସାହା, ପଙ୍କଜ ସାହା। ଅନ୍ୟ ଜଣେ ମୃତକଙ୍କ ସଂପର୍କରେ ସୂଚନା ମିଳିପାରିନାହିଁ। ସରଣ୍ଡା ଛକରେ ୫୩ ନମ୍ବର ଜାତୀୟ ରାଜପଥରେ ବରଗଡ଼ ଆଡ଼କୁ ମୁହଁ କରି ଏକ ଟ୍ରଲର ଛିଡ଼ା ହୋଇଥିଲା। ସମ୍ବଲପୁର ପଟୁ ଏକ ଫର୍ଚୁନର କାର୍‌ ଓ ଏକ ବୋଲେରୋ ପିକ୍ ଅପ୍ ଆଗପଛ ହୋଇ ଆସୁଥିଲେ। […]

accident

accident

Rakesh Mallick
  • Published: Wednesday, 28 December 2016
  • Updated: 28 December 2016, 08:37 AM IST

Sports

Latest News

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଛକରେ ଗତକାଲି ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

ମୃତକମାନେ ହେଲେ ପ୍ରମୋଦ ସାହା, ପଙ୍କଜ ସାହା। ଅନ୍ୟ ଜଣେ ମୃତକଙ୍କ ସଂପର୍କରେ ସୂଚନା ମିଳିପାରିନାହିଁ।

ସରଣ୍ଡା ଛକରେ ୫୩ ନମ୍ବର ଜାତୀୟ ରାଜପଥରେ ବରଗଡ଼ ଆଡ଼କୁ ମୁହଁ କରି ଏକ ଟ୍ରଲର ଛିଡ଼ା ହୋଇଥିଲା। ସମ୍ବଲପୁର ପଟୁ ଏକ ଫର୍ଚୁନର କାର୍‌ ଓ ଏକ ବୋଲେରୋ ପିକ୍ ଅପ୍ ଆଗପଛ ହୋଇ ଆସୁଥିଲେ। ଫର୍ଚୁନର କାରଟି ଭାରସାମ୍ୟ ହରାଇ ପ୍ରଥମେ ଟ୍ରଲର ପଛରେ ପିଟି ହୋଇ ରୋଡ୍ ଡିଭାଇଡର୍‌ ଆଡକୁ ଚାଲି ଯାଇଥିଲା। ଏହା ପରେ ପଛରେ ଆସୁଥିବା ବୋଲରେ ପିକ୍ ଅପ୍‌ଟି ଭାରସାମ୍ୟ ହରାଇ ଟ୍ରଲର ପଛରେ ପିଟି ହୋଇଯାଇଥିଲା। ଫଳରେ ବୋଲେରେ ପିକ୍‌ ଅପ୍‌ ଡ୍ରାଇଭର ପ୍ରମୋଦଙ୍କ ସମେତ ପଙ୍କଜଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପିକ୍‌ ଅପ୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବୁର୍ଲା ବଡ଼ ମେଡିକାଲକୁ ପଠାଇ ଦେଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ମୃତ ବୋଲେରୋ ପିକ୍ ଅପ୍ ଡ୍ରାଇଭର ପ୍ରମୋଦଙ୍କ ଘର ବରଗଡ଼ ଉପକଣ୍ଡସ୍ଥ ପର୍ଥଲା ଗାଁରେ ହୋଇଥିବା ବେଳେ ପଙ୍କଜଙ୍କ ଗାଁ ଅତାବିରା ଥାନା ଅନ୍ତର୍ଗତ ଲାଦେରପାଲିରେ।

ଦୁର୍ଘଟଣା ପରେ ଉଭୟ ଟ୍ରଲର୍ ଓ ଫର୍ଚୁନର କାର୍ ଫେରାର ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story