କାମ କରିବାକୁ ଯାଉଥିଲେ, ନିଛାଟିଆ ଦେଖି ଟେକିନେଲେ

ବଣାଇ (ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯୁବତୀଙ୍କୁ ଦୁଷ୍କର୍ମ। ଯୁବତୀ ଜଣକ କାମ କରିବା ପାଇଁ ଯାଉଥିବା ବେଳେ ଅଧା ବାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାରଣ କରିବାରୁ ଯୌନ ରାକ୍ଷସମାନେ ଯୁବତୀଙ୍କୁ ଆକ୍ରମଣ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଗତକାଲି ଯୁବତୀ ଜଣକ କାମ କରିବାକୁ […]

mana sir final

mana sir final

Rakesh Mallick
  • Published: Wednesday, 31 January 2018
  • Updated: 31 January 2018, 04:09 PM IST

Sports

Latest News

ବଣାଇ (ଓଡ଼ିଶା ରିପୋର୍ଟର): ପୁଣି ଜଣେ ଯୁବତୀଙ୍କୁ ଦୁଷ୍କର୍ମ। ଯୁବତୀ ଜଣକ କାମ କରିବା ପାଇଁ ଯାଉଥିବା ବେଳେ ଅଧା ବାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ବାରଣ କରିବାରୁ ଯୌନ ରାକ୍ଷସମାନେ ଯୁବତୀଙ୍କୁ ଆକ୍ରମଣ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

ଗତକାଲି ଯୁବତୀ ଜଣକ କାମ କରିବାକୁ ଯାଉଥିଲେ। ନିଛାଟିଆ ରାସ୍ତା ଦେଖି ଦୁଇ ଅଭିଯୁକ୍ତ, ଯୁବତୀଙ୍କୁ ଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିଲେ। ତେବେ ଯୁବତୀ ଜଣକ ବାରଣ କରିବାରୁ ଅଭିଯୁକ୍ତମାନେ ତାଙ୍କ ମୁଣ୍ଡକୁ ପିଟି ଦେଇଥିଲେ। ଫଳରେ ତାଙ୍କ ମୁଣ୍ଡ ଫାଟି ଯାଇଛି। ପରେ ଅଭିଯୁକ୍ତମାନେ ତାଙ୍କୁ ସେଠାରେ ଛାଡ଼ି ଚାଲି ଯାଇଥିଲେ। ଏନେଇ ଆଜି ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story