ବ୍ରହ୍ମ ପରିବର୍ତ୍ତନରେ ବିଳମ୍ବକୁ ଦୁର୍ଘଟଣା ଭାବି ଭୁଲିଯିବା ଦରକାର: ତିନି ବାଡ଼ଗ୍ରାହୀ

ପୁରୀ: ବ୍ରହ୍ମ ପରିବର୍ତ୍ତନରେ କୌଣସି ବିଶୃଙ୍ଖଳା ହୋଇନି। କେବଳ ନୀତି ସଂପନ୍ନରେ ବିଳମ୍ୱ ହୋଇଛି। ଏହାକୁ ଦୁର୍ଘଟଣା ଭାବି ଭୁଲିଯିବା ଦରକାର। କିନ୍ତୁ ସେପରି ନକରି ଅଯଥାରେ ରାଜନୀତି କରାଯାଉଛି ବୋଲି କହିଛନ୍ତି ଶ୍ରୀଜିଉମାନଙ୍କ ତିନି ବାଡ଼ଗ୍ରାହୀ। ବ୍ରହ୍ମ ବିଭ୍ରାଟକୁ ନେଇ ଚାଲିଥିବା ହୋହଲ୍ଲା ପରିପ୍ରେକ୍ଷୀରେ ଆଜି ଏମାନେ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ଦେଇଥିଲେ। ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ପୂର୍ବରୁ ମଧ୍ୟ ବ୍ରହ୍ମ ପରିବର୍ତ୍ତନ ବେଳେ ନୀତି ବିଳମ୍ୱିତ […]

badagrahee

badagrahee

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 02:34 PM IST

Sports

Latest News

ପୁରୀ: ବ୍ରହ୍ମ ପରିବର୍ତ୍ତନରେ କୌଣସି ବିଶୃଙ୍ଖଳା ହୋଇନି। କେବଳ ନୀତି ସଂପନ୍ନରେ ବିଳମ୍ୱ ହୋଇଛି। ଏହାକୁ ଦୁର୍ଘଟଣା ଭାବି ଭୁଲିଯିବା ଦରକାର। କିନ୍ତୁ ସେପରି ନକରି ଅଯଥାରେ ରାଜନୀତି କରାଯାଉଛି ବୋଲି କହିଛନ୍ତି ଶ୍ରୀଜିଉମାନଙ୍କ ତିନି ବାଡ଼ଗ୍ରାହୀ। ବ୍ରହ୍ମ ବିଭ୍ରାଟକୁ ନେଇ ଚାଲିଥିବା ହୋହଲ୍ଲା ପରିପ୍ରେକ୍ଷୀରେ ଆଜି ଏମାନେ ପୁରୀରେ ଏକ ସାମ୍ୱାଦିକ ସମ୍ମିଳନୀ ଡାକି ସ୍ପଷ୍ଟୀକରଣ ଦେଇଥିଲେ।

ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି, ପୂର୍ବରୁ ମଧ୍ୟ ବ୍ରହ୍ମ ପରିବର୍ତ୍ତନ ବେଳେ ନୀତି ବିଳମ୍ୱିତ ହୋଇଛି। ଏହା ଏକ ସ୍ୱାଭାବିକ କଥା। ଆଗକୁ ଯେମିତି ଏହାର ପୁନରାବୃତ୍ତି ନହେବ ସେଥିପାଇଁ ବାଟ ନଖୋଜି କାଦୁଅ ଫିଙ୍ଗା ରାଜନୀତି ଚାଲିଛି ବୋଲି ସେ କହିଛନ୍ତି।

ଦେବୀ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ବ୍ରହ୍ମ ସ୍ଥାପନ ପରେ ଦର୍ଶନ ପାଇଁ ବରିଷ୍ଠ ଦଇତାପତିଙ୍କୁ ଭିତରକୁ ଛଡ଼ା ଯାଇଥିଲା। ତେବେ ସାଙ୍ଗରେ କେହି ମୋବାଇଲ୍ ନେଇ ନଥିଲେ କିମ୍ୱା ଏଥିପାଇଁ ନୀତି ବିଳମ୍ୱ ହୋଇନଥିଲା।

ସେହିପରି ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ତଥା ବନଯାଗ ଦଳର ଦଳପତି ହଳଧର ଦାସ ମହାପାତ୍ର କହିଛନ୍ତି, ସଠିକ୍ ଭାବେ ବ୍ରହ୍ମ ପରିବର୍ତ୍ତନ ନୀତି ସଂପନ୍ନ ହୋଇଛି।

ଅନ୍ୟପକ୍ଷରେ ସୁଦର୍ଶନଙ୍କ ବାଡ଼ଗ୍ରାହୀ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story