ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟ୍: ଆନ୍ଦୋଳନକୁ ଓହ୍ଲାଇଛି ଭିଏଚପି

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ଆନ୍ଦୋଳନ ଓ ବିକ୍ଷୋଭକୁ ଓହ୍ଲାଇଛି ବିଶ୍ୱହିନ୍ଦୁ ପରିଷଦ। ଭୁବନେଶ୍ୱରର ରାଜଭବନ ଛକରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯାଇଛି। ଅପରାହ୍ନରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବ ଭିଏଚପି । ସେହିପରି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଆନ୍ଦୋଳନ କରୁଛି ଭିଏଚପି। ଘଟ ପରିବର୍ତ୍ତନ ବିଭ୍ରାଟ ପାଇଁ ଦାୟୀ ସବୁ ଦଇତାପତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ବୁଧବାର ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ […]

vhp

vhp

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 09:45 AM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟକୁ ନେଇ ଆନ୍ଦୋଳନ ଓ ବିକ୍ଷୋଭକୁ ଓହ୍ଲାଇଛି ବିଶ୍ୱହିନ୍ଦୁ ପରିଷଦ। ଭୁବନେଶ୍ୱରର ରାଜଭବନ ଛକରେ ଦଳ ପକ୍ଷରୁ ପ୍ରତିବାଦ ସଭା କରାଯାଇଛି। ଅପରାହ୍ନରେ ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବ ଭିଏଚପି । ସେହିପରି ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ ଆନ୍ଦୋଳନ କରୁଛି ଭିଏଚପି। ଘଟ ପରିବର୍ତ୍ତନ ବିଭ୍ରାଟ ପାଇଁ ଦାୟୀ ସବୁ ଦଇତାପତିଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି। ବୁଧବାର ପରିଷଦର କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ସଦସ୍ୟଙ୍କ ସହ କିଛି ସାଧୁସନ୍ଥ ପୁରୀ ଗଜପତି ମହାରାଜଙ୍କୁ ଭେଟି ଆଲୋଚନା କରିଥିଲେ। ଏହାସହ ପୁରୀ ଜିଲ୍ଲାରେ ମଧ୍ୟ ଭିଏଚପି ପକ୍ଷରୁ ବିକ୍ଷୋଭ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story