ବ୍ରହ୍ମ ବିଭ୍ରାଟ : ପୁରୀରୁ ବିଜେପିର ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା ଆରମ୍ଭ

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ପ୍ରତିବାଦରେ ଆଜିଠାରୁ ବିଜେପି ଆରମ୍ଭ କରିଛି  ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା। ପୁରୀ ବଡ଼ଦାଣ୍ଡରୁ ଏହି ରଥ ଗଡ଼ିବ। ଦଳର ବହୁ ତୁଙ୍ଗ ନେତା ପୁରୀରେ ଉପସ୍ଥିତ ଅଛନ୍ତି। ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟରେ ସରକାରଙ୍କ ସଂପୃକ୍ତି ଅଭିଯୋଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହି ଯାତ୍ରା ମାଧ୍ୟମରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ପୁରୀରୁ ବାହାରି ପ୍ରଥମ ଦିନ ଏହି ଯାତ୍ରା ମାଧ୍ୟମରେ ଦଳ ସାକ୍ଷୀଗୋପାଳ, ପିପିଲି, ସାମନ୍ତାରପୁର ଓ ଚଣ୍ଡୀଖୋଲରେ ସଭା କରିବ। ଜୁଲାଇରେ ୧ରେ […]

puri

puri

Rakesh Mallick
  • Published: Tuesday, 30 June 2015
  • Updated: 30 June 2015, 09:25 AM IST

Sports

Latest News

ଭୁବନେଶ୍ୱର: ବ୍ରହ୍ମ ବିଭ୍ରାଟ ପ୍ରତିବାଦରେ ଆଜିଠାରୁ ବିଜେପି ଆରମ୍ଭ କରିଛି  ଶ୍ରୀଜଗନ୍ନାଥ ସଂସ୍କୃତି ସୁରକ୍ଷା ଯାତ୍ରା। ପୁରୀ ବଡ଼ଦାଣ୍ଡରୁ ଏହି ରଥ ଗଡ଼ିବ। ଦଳର ବହୁ ତୁଙ୍ଗ ନେତା ପୁରୀରେ ଉପସ୍ଥିତ ଅଛନ୍ତି। ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟରେ ସରକାରଙ୍କ ସଂପୃକ୍ତି ଅଭିଯୋଗକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଏହି ଯାତ୍ରା ମାଧ୍ୟମରେ ରୋଡମ୍ୟାପ ପ୍ରସ୍ତୁତ ହୋଇଛି। ପୁରୀରୁ ବାହାରି ପ୍ରଥମ ଦିନ ଏହି ଯାତ୍ରା ମାଧ୍ୟମରେ ଦଳ ସାକ୍ଷୀଗୋପାଳ, ପିପିଲି, ସାମନ୍ତାରପୁର ଓ ଚଣ୍ଡୀଖୋଲରେ ସଭା କରିବ। ଜୁଲାଇରେ ୧ରେ ଭଦ୍ରକ, ୨ରେ ମୟୁରଭଞ୍ଚ ଓ ୩ ତାରିଖରେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣ ସଭା କରିବ ଦଳ। ୪ ତାରିଖରେ ଖୋର୍ଦ୍ଧା ଓ ନୟାଗଡ଼ରେ ସଭା କରି ଦାରୁ ଚୟନରୁ ବ୍ରହ୍ମ ପରିବର୍ତ୍ତନ ବିଭ୍ରାଟରେ ସରକାରଙ୍କ ସଂପୃକ୍ତି ଅଭିଯୋଗ ରଖିବ ବିଜେପି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story