ରାଉରକେଲା ବ୍ରାହ୍ମଣୀ ନଦୀ ଉପରେ ୬ ଲେନ୍‌ ବିଶିଷ୍ଟ ନୂତନ ସେତୁ ନିର୍ମାଣ କରାଯିବ

ଭୁବନେଶ୍ୱର: ରାଉରକେଲା ବ୍ରାହ୍ମଣୀ ନଦୀ ଉପରେ ଥିବା ପୁରୁଣା ସେତୁର ମରାମତି କରାଯିବ। ଏହାସହ ନଦୀ ଉପରେ ୬ ଲେନ୍‌ ବିଶିଷ୍ଟ ଏକ ନୂତନ ସେତୁ ନିର୍ମାଣ କରାଯିବ। ରାଜ୍ୟରେ ଜାତୀୟ ରାଜପଥ ତଥା ଉପକୂଳ ଅଞ୍ଚଳ ଦେଇ ହେବାକୁ ଥିବା ରାଜପଥ ନିର୍ମାଣ ସମ୍ବନ୍ଧରେ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ […]

dharmendra

dharmendra

Rakesh Mallick
  • Published: Monday, 26 December 2016
  • Updated: 26 December 2016, 06:45 PM IST

Sports

Latest News

ଭୁବନେଶ୍ୱର: ରାଉରକେଲା ବ୍ରାହ୍ମଣୀ ନଦୀ ଉପରେ ଥିବା ପୁରୁଣା ସେତୁର ମରାମତି କରାଯିବ। ଏହାସହ ନଦୀ ଉପରେ ୬ ଲେନ୍‌ ବିଶିଷ୍ଟ ଏକ ନୂତନ ସେତୁ ନିର୍ମାଣ କରାଯିବ। ରାଜ୍ୟରେ ଜାତୀୟ ରାଜପଥ ତଥା ଉପକୂଳ ଅଞ୍ଚଳ ଦେଇ ହେବାକୁ ଥିବା ରାଜପଥ ନିର୍ମାଣ ସମ୍ବନ୍ଧରେ ହୋଇଥିବା ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୈଠକରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କ ସମେତ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ପ୍ରମୁଖ ଯୋଗ ଦେଇଥିଲେ।

ବୈଠକ ନିଷ୍ପତ୍ତି ଅନୁସାରେ ନୂତନ ସେତୁ ନିର୍ମାଣ ପାଇଁ ଏକ ମାସ ମଧ୍ୟରେ ଟେଣ୍ଡର ପ୍ରକାଶ ପାଇବ। ଏହାପରେ କାମ ଆରମ୍ଭ ହେବ ବୋଲି ଉଭୟ ଧର୍ମେନ୍ଦ୍ର ଏବଂ ଜୁଏଲ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story