ବ୍ରହ୍ମପୁର: ଜାଲ୍ ପଟ୍ଟା ଦାଖଲ କରି ଅପରାଧୀଙ୍କୁ ଜାମିନରେ ନେବା ଅଭିଯୋଗରେ ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଞ୍ଜ।ମ ଜିଲ୍ଲାର ବିଭିନ୍ନ କୋର୍ଟରେ ଜାଲ୍ ପଟ୍ଟା ଦାଖଲ କରି ଅପରାଧୀମାନଙ୍କୁ ଜାମିନରେ ନେଉଥିବା ଅଭିଯୋଗରେ ଗୋଷାଣିନୂଆଗାଁ ଥାନା ପୋଲିସ୍ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାଧବ କୋଠିଆ, ଭେଙ୍କଟେସ ପ୍ରସାଦ ପଟ୍ଟନାୟକ, ବିଜୟ କୁମାର ମହାନ୍ତି, ରଘୁନାଥ ମହାନ୍ତି ଓ କେ. ନିରଞ୍ଜନ ରେଡ୍ଡି ବ୍ରହ୍ମପୁରର ବାସିନ୍ଦା। ସେମାନେ ବିଭିନ୍ନ ସମୟରେ ଜାଲ ପଟ୍ଟା ଦାଖଲ କରି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଜାମିନରେ ନେଉଥିଲେ। ଏଣୁ ପରବର୍ତ୍ତୀ […]

vigilace

vigilace

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 04:53 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁର ସମେତ ଗଞ୍ଜ।ମ ଜିଲ୍ଲାର ବିଭିନ୍ନ କୋର୍ଟରେ ଜାଲ୍ ପଟ୍ଟା ଦାଖଲ କରି ଅପରାଧୀମାନଙ୍କୁ ଜାମିନରେ ନେଉଥିବା ଅଭିଯୋଗରେ ଗୋଷାଣିନୂଆଗାଁ ଥାନା ପୋଲିସ୍ ଆଜି ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ମାଧବ କୋଠିଆ, ଭେଙ୍କଟେସ ପ୍ରସାଦ ପଟ୍ଟନାୟକ, ବିଜୟ କୁମାର ମହାନ୍ତି, ରଘୁନାଥ ମହାନ୍ତି ଓ କେ. ନିରଞ୍ଜନ ରେଡ୍ଡି ବ୍ରହ୍ମପୁରର ବାସିନ୍ଦା। ସେମାନେ ବିଭିନ୍ନ ସମୟରେ ଜାଲ ପଟ୍ଟା ଦାଖଲ କରି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ଜାମିନରେ ନେଉଥିଲେ। ଏଣୁ ପରବର୍ତ୍ତୀ ସମୟରେ ଅପରାଧୀମାନେ କୋର୍ଟରେ ହାଜିରା ଦେଉ ନ ଥିଲେ। ତଦନ୍ତ ପରେ ଏହି ଘଟଣାର ପର୍ଦ୍ଦାଫାଶ ହେଲା ବୋଲି ବ୍ରହ୍ମପୁର ଏସଡିପିଓ ଶାନ୍ତନୁ କୁମାର ଦାଶ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story