ମହିଳାଙ୍କ ଠାରୁ ୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

<p>ବାଲେଶ୍ୱର: ବାଲେଶ୍ୱର ସହର ସ୍ଥିତ ଅରଡ଼ ବଜାରରୁ ୧୫୦ ଗ୍ରାମ ବ୍ରାଉନସୁଗାର ଅବକରୀ ବିଭାଗ ଜବତ କରିଛି।&nbsp; ଏଥିସହ ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।</p> <p>ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା ରୁପ୍&zwnj;ସା ଥାନା ଅନ୍ତର୍ଗତ ମୁଗଗିମୁଣ୍ଡିରେ ଏକ ନକଲି ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରି ୫ ହଜାର ବିଦେଶୀ ମଦ ବୋତଲ ଜବତ କରିଥିଲା। ଏହାସହିତ ସ୍ପିରିଟ୍, ଠିପି, ଖାଲି ବୋତଲ ଓ ସ୍କୁଟି ଆଦି ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଥିଲା।</p>

Ordigital Desk
  • Published: Thursday, 23 November 2017
  • Updated: 23 November 2017, 08:41 AM IST

Sports

Latest News

<p>ବାଲେଶ୍ୱର: ବାଲେଶ୍ୱର ସହର ସ୍ଥିତ ଅରଡ଼ ବଜାରରୁ ୧୫୦ ଗ୍ରାମ ବ୍ରାଉନସୁଗାର ଅବକରୀ ବିଭାଗ ଜବତ କରିଛି।&nbsp; ଏଥିସହ ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।</p><p>ସୂଚନାଯୋଗ୍ୟ, ଗତକାଲି ବାଲେଶ୍ୱର ଜିଲ୍ଲା ରୁପ୍&zwnj;ସା ଥାନା ଅନ୍ତର୍ଗତ ମୁଗଗିମୁଣ୍ଡିରେ ଏକ ନକଲି ମଦ କାରଖାନା ଉପରେ ଅବକାରୀ ବିଭାଗ ଚଢ଼ାଉ କରି ୫ ହଜାର ବିଦେଶୀ ମଦ ବୋତଲ ଜବତ କରିଥିଲା। ଏହାସହିତ ସ୍ପିରିଟ୍, ଠିପି, ଖାଲି ବୋତଲ ଓ ସ୍କୁଟି ଆଦି ଜବତ କରିଥିଲା। ଏହି ଘଟଣାରେ ଅବକାରୀ ବିଭାଗ ୨ ଜଣଙ୍କୁ ଗିରଫ କରିଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos