ପାହାଳ ନିକଟରୁ ୧ କୋଟି ୨୨ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗର ଜବତ, ଜଣେ ଗିରଫ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟରୁ ୧ କୋଟି ୨୨ ଲକ୍ଷ ଟଙ୍କା ବ୍ରାଉନ ସୁଗର ଜବତ କରାଯାଇଛି। ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଏହି ବ୍ରାଉନ୍ ସୁଗର ଜବତ କରିବା ସହିତ ମୋଷ୍ଟ ଓ୍ୱାଣ୍ଟେଡ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି। ଶିବ ପ୍ରସାଦର ଘର ଜଟିଣୀ ଅଞ୍ଚଳରେ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି। ଯାଞ୍ଚ ବେଳେ ତା’ ନିକଟରୁ ୧,୨୨୭ ଗ୍ରାମ ବ୍ରାଉନ୍‌ ସୁଗର ମିଳିଥିଲା। […]

Accused

Accused

Jitendra Garnayak
  • Published: Monday, 21 February 2022
  • Updated: 21 February 2022, 07:33 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଉପକଣ୍ଠ ୧୬ ନମ୍ବର ଜାତୀୟ ରାଜପଥର ପାହାଳ ନିକଟରୁ ୧ କୋଟି ୨୨ ଲକ୍ଷ ଟଙ୍କା ବ୍ରାଉନ ସୁଗର ଜବତ କରାଯାଇଛି। ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍‌ଟିଏଫ୍‌) ଏହି ବ୍ରାଉନ୍ ସୁଗର ଜବତ କରିବା ସହିତ ମୋଷ୍ଟ ଓ୍ୱାଣ୍ଟେଡ ଶିବ ପ୍ରସାଦ ଦାସଙ୍କୁ ଗିରଫ କରିଛି।

ଶିବ ପ୍ରସାଦର ଘର ଜଟିଣୀ ଅଞ୍ଚଳରେ ବୋଲି ଏସ୍‌ଟିଏଫ୍‌ ସୂଚନା ଦେଇଛି। ଯାଞ୍ଚ ବେଳେ ତା’ ନିକଟରୁ ୧,୨୨୭ ଗ୍ରାମ ବ୍ରାଉନ୍‌ ସୁଗର ମିଳିଥିଲା। ଏହା ସହିତ ତା’ ବାଇକ୍ ଓ ମୋବାଇଲ ଫୋନ୍‌ ଜବତ କରାଯାଇଛି।

ଶିବ ଗତ ଜାନୁଆରୀ ୨୪ ତାରିଖରୁ ଫେରାର ଥିଲା। ଏହା ପୂର୍ବରୁ ତା’ ନିକଟରୁ ୩,୧୦୦ ଗ୍ରାମ୍‌ ବ୍ରାଉନ ସୁଗର, ୬୫ ଲକ୍ଷରୁ ଅଧିକ ଟଙ୍କା, ୩ଟି ବନ୍ଧୁକ, ୭ଟି ମାଗାଜିନ୍ ଜବତ ହୋଇଥିଲା। ତା’ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ଟି ଅପରାଧିକ ମାମଲା ରହିଥିବା ଏସ୍‌ଟିଏଫ୍ ପକ୍ଷରୁ କୁହାଯାଇଛି।

୨୦୨୦ ଠାରୁ ସ୍ପେଶାଲ୍‌ ଡ୍ରାଇଭ କରି ଏସ୍‌ଟିଏଫ୍‌ ବର୍ତ୍ତମାନ ସୁଦ୍ଧା ୪୯ କେଜିରୁ ଅଧିକ ବ୍ରାଉନ୍ ସୁଗର ଓ ୮୯ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିବା ସହିତ ୧୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story