ବ୍ରାଉନସୁଗର ଜବତ; ଜଣେ ଗିରଫ

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରସ୍ଥିତ ଶେଖବାଡ ଅଞ୍ଚଳରେ ପୁଲିସ୍‌ ଚଢ଼ଉ କରି ୫୦ ଗ୍ରାମ୍‌ ବ୍ରାଉନ ସୁଗର ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ଘର ଶେଖବାଡ଼ ଅଞ୍ଚଳରେ।  ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ପୁଲିସ୍‌ ଏହି ଚଢ଼ଉ କରିଥିଲା। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ।

brown

brown

Jyoshna Pradhan
  • Published: Thursday, 09 January 2020
  • Updated: 09 January 2020, 08:23 AM IST

Sports

Latest News

ଜଳେଶ୍ୱର(ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରସ୍ଥିତ ଶେଖବାଡ ଅଞ୍ଚଳରେ ପୁଲିସ୍‌ ଚଢ଼ଉ କରି ୫୦ ଗ୍ରାମ୍‌ ବ୍ରାଉନ ସୁଗର ଜବତ କରିଛି। ଏଥିସହ ଏହି ଘଟଣାରେ ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତର ଘର ଶେଖବାଡ଼ ଅଞ୍ଚଳରେ। 

ଆଜି ଭୋର ପ୍ରାୟ ସାଢ଼େ ଚାରିଟା ବେଳେ ପୁଲିସ୍‌ ଏହି ଚଢ଼ଉ କରିଥିଲା। ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos