ଓଲଟି ପଡ଼ିଲା ବିଏସ୍ଏଫ୍ ଯବାନଙ୍କ ଗାଡ଼ି

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣାର ଲକ୍ଷ୍ମୀପୁରଠାରୁ ୭ କିଲୋମିଟର ଦୂର ବନ୍ଦୀଖାର ଝୋଲାରେ ବିଏସ୍ଏଫ୍ ଯବାନଙ୍କ ଗାଡ଼ି ଏକ  ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।

୧୯୫ ବାଟାଲିଅନର ଯବାନ ଅପରେସନ ସାରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୧୫ ଜଣ ଯବାନ ଥିଲେ।

Ordigital Desk
• Published: Wednesday, 20 December 2017
• Updated: 20 December 2017, 02:19 PM IST

Sports

Latest News

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣାର ଲକ୍ଷ୍ମୀପୁରଠାରୁ ୭ କିଲୋମିଟର ଦୂର ବନ୍ଦୀଖାର ଝୋଲାରେ ବିଏସ୍ଏଫ୍ ଯବାନଙ୍କ ଗାଡ଼ି ଏକ  ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏଥିରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଆହତଙ୍କୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।

୧୯୫ ବାଟାଲିଅନର ଯବାନ ଅପରେସନ ସାରି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର କ୍ୟାମ୍ପକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିରେ ୧୫ ଜଣ ଯବାନ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos