ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଆଗାମୀ ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷର ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ସବୁ ଡିପାର୍ଟମେଣ୍ଟକୁ ଚିଠି ଲେଖିଛି ଅର୍ଥ ବିଭାଗ। ତା’ସହ ୨୦୧୭-୧୮ ଆର୍ଥିକ ବର୍ଷର ସଂଶୋଧିତ ବ୍ୟୟ ଅଟକଳ ପାଇଁ ମଧ୍ୟ ଚିଠି ଲେଖିଛି। ବିଧାନସଭାରେ ବଜେଟ ଆଗତ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବିଭାଗଠାରୁ ଆଗାମୀ ବର୍ଷର ବ୍ୟୟ ଅଟକଳ ସଂଗ୍ରହ କରାଯାଇଥାଏ। ଏଥିପାଇଁ ଚଳିତବର୍ଷ ଡିସେମ୍ବର ୫ ସୁଦ୍ଧା ଅନଲାଇନରେ ତଥ୍ୟ ଦାଖଲ […]

Odisha-Secretariat-1

Odisha-Secretariat-1

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 12:08 PM IST

ଭୁବନେଶ୍ୱର: ଆଗାମୀ ରାଜ୍ୟ ବଜେଟ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୦୧୮-୧୯ ଆର୍ଥିକ ବର୍ଷର ବ୍ୟୟ ଅଟକଳ ପ୍ରସ୍ତୁତ କରିବାକୁ ସବୁ ଡିପାର୍ଟମେଣ୍ଟକୁ ଚିଠି ଲେଖିଛି ଅର୍ଥ ବିଭାଗ। ତା’ସହ ୨୦୧୭-୧୮ ଆର୍ଥିକ ବର୍ଷର ସଂଶୋଧିତ ବ୍ୟୟ ଅଟକଳ ପାଇଁ ମଧ୍ୟ ଚିଠି ଲେଖିଛି।

ବିଧାନସଭାରେ ବଜେଟ ଆଗତ ପୂର୍ବରୁ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ବିଭାଗଠାରୁ ଆଗାମୀ ବର୍ଷର ବ୍ୟୟ ଅଟକଳ ସଂଗ୍ରହ କରାଯାଇଥାଏ। ଏଥିପାଇଁ ଚଳିତବର୍ଷ ଡିସେମ୍ବର ୫ ସୁଦ୍ଧା ଅନଲାଇନରେ ତଥ୍ୟ ଦାଖଲ ପାଇଁ କହିଛି ଅର୍ଥ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story