୨୫ରୁ ବିଧାନସଭା: ୨ ଦିନ ହେବ ବିଧାୟକ ଓ ସାମ୍ବାଦିକଙ୍କ କୋଭିଡ୍ ଟେଷ୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ମଧ୍ୟରେ ଆସନ୍ତା ୨୫ତାରିଖରୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ହେବ। ଅଧିବେଶନକୁ ଦୃଷ୍ଟିରେ ରଖି ସମସ୍ତ ବିଧାୟକ ଓ ସାମ୍ବାଦିକମାନଙ୍କର କୋଭିଡ୍ ଟେଷ୍ଟ ବିଧାନସଭା ପରିସରରେ କରାଯିବ। ତେବେ ପୌର ନିର୍ବାଚନରେ ବ୍ୟସ୍ତ ଥିବା ବିଧାୟକମାନେ ସେମାନଙ୍କ ଅଂଚଳରେ କୋଭିଡ୍ ଟେଷ୍ଟ କରି ତା’ର ରିପୋର୍ଟ ବିଧାନସଭାରେ ଦାଖଲ କରିପାରିବେ। ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଅଧିବେଶନ ୨୫ତାରିଖରୁ ଆରମ୍ଭ ହେଉଥିବାରୁ ମାର୍ଚ୍ଚ ୨୩ ଓ ୨୪ […]

Odisha Assembly

Odisha Assembly

Ordigital Desk
  • Published: Friday, 18 March 2022
  • Updated: 18 March 2022, 09:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ୍ କଟକଣା ମଧ୍ୟରେ ଆସନ୍ତା ୨୫ତାରିଖରୁ ବିଧାନସଭାର ସ୍ୱଳ୍ପକାଳୀନ ଅଧିବେଶନ ଆରମ୍ଭ ହେବ। ଅଧିବେଶନକୁ ଦୃଷ୍ଟିରେ ରଖି ସମସ୍ତ ବିଧାୟକ ଓ ସାମ୍ବାଦିକମାନଙ୍କର କୋଭିଡ୍ ଟେଷ୍ଟ ବିଧାନସଭା ପରିସରରେ କରାଯିବ। ତେବେ ପୌର ନିର୍ବାଚନରେ ବ୍ୟସ୍ତ ଥିବା ବିଧାୟକମାନେ ସେମାନଙ୍କ ଅଂଚଳରେ କୋଭିଡ୍ ଟେଷ୍ଟ କରି ତା’ର ରିପୋର୍ଟ ବିଧାନସଭାରେ ଦାଖଲ କରିପାରିବେ।

ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ, ବିଧାନସଭା ଅଧିବେଶନ ୨୫ତାରିଖରୁ ଆରମ୍ଭ ହେଉଥିବାରୁ ମାର୍ଚ୍ଚ ୨୩ ଓ ୨୪ ଦୁଇଦିନ ଧରି ସାମ୍ବାଦିକ ଓ ବିଧାୟକମାନଙ୍କ କୋଭିଡ୍ ଟେଷ୍ଟ କରାଯିବ। ଯେଉଁ ବିଧାୟକମାନେ ପୌର ନିର୍ବାଚନରେ ବ୍ୟସ୍ତ ଅଛନ୍ତି ସେମାନେ ମାର୍ଚ୍ଚ ୨୦ରୁ ୨୨ତାରିଖ ମଧ୍ୟରେ ନିଜର କୋଭିଡ୍ ଟେଷ୍ଟ କରାଇ ସେହି ରିପୋର୍ଟକୁ ବିଧାନସଭାରେ ଦାଖଲ କରିପାରିବେ।

ଚଳିତଥର ବଜେଟ୍ ଅଧିବେଶନ ୬ଦିନ ପାଇଁ ବସିବ। ପ୍ରତ୍ୟେକ ଦିନ ଦୁଇଟି ପର୍ଯ୍ୟାୟରେ ୫ଘଣ୍ଟା ଅଧିବେଶନ ଚାଲିବ। କୋଭିଡ୍ କଟକଣାକୁ ପାଳନ କରି ସକାଳ ସାଢ଼େ ୧୦ଟାରୁ ସାଢ଼େ ୧ଟା ଓ ୪ରୁ ୬ଟା ପର୍ଯ୍ୟନ୍ତ ଗୃହ ଚାଲିବ । ସାମ୍ବାଦିକମାନଙ୍କୁ ଚଳିତଥର ବି ଗୃହ ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ । ସାମ୍ବାଦିକମାନେ ବିଧାନସଭା ପରିସରରେ ଥିବା ଅନ୍ୟ ଏକ ରୁମରେ ବିଧାନସଭାର ସିଧାସଳଖ ପ୍ରସାରଣକୁ ଦେଖିପାରିବେ । କୋଭିଡ୍ ମହାମାରୀ ଆରମ୍ଭ ପରେ ବିଧାନସଭାର ଖବର ସଂଗ୍ରହ ପାଇଁ ସାମ୍ବାଦିମାନଙ୍କ ପାଇଁ ଯେଉଁ ବ୍ୟବସ୍ଥା ହୋଇଥିଲା, ତାହା ବଳବତ୍ତର ରହିଛି । ଅବଶ୍ୟ ଚଳିତଥର ସାମ୍ବାଦିକମାନଙ୍କୁ ବିଧାନସଭାର ପ୍ରେସ୍ ଗ୍ୟାଲେରୀରେ ବସିବା ପାଇଁ ସୁଯୋଗ ଦେବାକୁ କଂଗ୍ରେସ ଦାବି କରିଥିଲା ।

ସୂଚନାଯୋଗ୍ୟ , ମାର୍ଚ୍ଚ ୨୫ରୁ ଆରମ୍ଭ ହେଉଥିବା ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କର ଅଭିଭାଷଣ ପ୍ରଦାନ କରିବେ । ତା’ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଓ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ମୃତ୍ୟୁ ଯୋଗୁ ଗୃହ ମୁଲତବୀ ରହିବ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମାର୍ଚ୍ଚ ୩୦ତାରିଖରେ ୪ମାସର ଲେଖାନୁଦାନ ଆଗତ କରିବେ ଯାହା ମାର୍ଚ୍ଚ ୩୧ତାରିଖରେ ଗୃହୀତ ହେବ । ପଂଚାୟତ ଓ ପୌର ନିର୍ବାଚନ ଦୃଷ୍ଟିରୁ ଚଳିତଥର ଅଧିବେଶନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେଉନଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story