ବୌଦ୍ଧ: ବିଦ୍ୟୁତ୍ ଆଘାତରେ ଆଇଆରବି ଯବାନ ମୃତ

ବୌଦ୍ଧ: ବୌଦ୍ଧସ୍ଥିତ ୫ମ ବାଟାଲିୟନ ପରିସରରେ  ବିଦ୍ୟୁତ୍ ଲାଇନ ସଜାଡୁଥିବାବେଳେ ଆଜି ବିଦ୍ୟୁତ‌ ଆଘାତରେ  ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ତୁଷୁରାଗ୍ରାମର ଟୁକୁ ପ୍ରଧାନ। ସୂଚନା ଅନୁୟାୟୀ, ଆଇଆରବି ଯବାନ ଟୁକୁ ବୌଦ୍ଧସ୍ଥିତ ୫ମ ଆଇଆରବି ବାଟାଲିୟନର ଯବାନ ଭାବେ କାର୍ଯ୍ୟାରତ ଥିଲେ। ଆଜି ବାଟାଲିୟନ ପରିସରରେ  ବିଦ୍ୟୁତ୍  ଲାଇନ ସଜାଡୁଥିବାବେଳେ ହଠାତ୍  ବିଦ୍ୟୁତ୍  ଆଘାତରେ  ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ଗୁରୁତର ଅବସ୍ଥାରେ […]

budha

budha

Rakesh Mallick
  • Published: Saturday, 09 July 2016
  • Updated: 09 July 2016, 01:39 PM IST

Sports

Latest News

ବୌଦ୍ଧ: ବୌଦ୍ଧସ୍ଥିତ ୫ମ ବାଟାଲିୟନ ପରିସରରେ  ବିଦ୍ୟୁତ୍ ଲାଇନ ସଜାଡୁଥିବାବେଳେ ଆଜି ବିଦ୍ୟୁତ‌ ଆଘାତରେ  ଜଣେ ଆଇଆରବି ଯବାନଙ୍କ ମୃତ୍ୟୁ ଘଟିଛି। ମୃତ ଯବାନ ଜଣକ ହେଲେ ବଲାଙ୍ଗିର ଜିଲ୍ଲା ତୁଷୁରାଗ୍ରାମର ଟୁକୁ ପ୍ରଧାନ।

ସୂଚନା ଅନୁୟାୟୀ, ଆଇଆରବି ଯବାନ ଟୁକୁ ବୌଦ୍ଧସ୍ଥିତ ୫ମ ଆଇଆରବି ବାଟାଲିୟନର ଯବାନ ଭାବେ କାର୍ଯ୍ୟାରତ ଥିଲେ। ଆଜି ବାଟାଲିୟନ ପରିସରରେ  ବିଦ୍ୟୁତ୍  ଲାଇନ ସଜାଡୁଥିବାବେଳେ ହଠାତ୍  ବିଦ୍ୟୁତ୍  ଆଘାତରେ  ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପ୍ରଥମେ ଗୁରୁତର ଅବସ୍ଥାରେ ଟୁକୁଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।  କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେଉଁ ପରିସ୍ଥିତିରେ ଏ ଘଟଣା ଘଟିଲା ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story