ବୌଦ୍ଧ ଜିଲ୍ଲାରେ ମରୁଡି ସ୍ଥିତିର ସମୀକ୍ଷା କଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ

ବୌଦ୍ଧ: ନିଅଣ୍ଟିଆ ବର୍ଷା ଯୋଗୁ ବୌଦ୍ଧ ଜିଲ୍ଲାରେ ଦେଖାଦେଇଥିବା ମରୁଡି ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ସ୍ଥାନୀୟ ଜଳ ବିଭାଜିକା ବିଭାଗ ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଚାଷୀଙ୍କୁ ତୁରନ୍ତ ୫୦ ପ୍ରତିଶତ ରିହାତିରେ ପାଣି ପମ୍ପ ଓ ବିହନ ଯୋଗାଣ, ସାର, ପୋକମରା ଔଷଧ ପ୍ରଦାନ କରିବାକୁ  ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  ଜିଲ୍ଲାରେ ୮୦  ଭାଗ ଚାଷ ନଷ୍ଟ ହେବାର ଆଶଙ୍କ ରହିଛି […]

budha

budha

Rakesh Mallick
  • Published: Tuesday, 22 September 2015
  • Updated: 22 September 2015, 06:43 AM IST

Sports

Latest News

ବୌଦ୍ଧ: ନିଅଣ୍ଟିଆ ବର୍ଷା ଯୋଗୁ ବୌଦ୍ଧ ଜିଲ୍ଲାରେ ଦେଖାଦେଇଥିବା ମରୁଡି ସ୍ଥିତି ନେଇ ଆଜି ସମୀକ୍ଷା କରିଛନ୍ତି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ । ସ୍ଥାନୀୟ ଜଳ ବିଭାଜିକା ବିଭାଗ ସଭାଗୃହରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ଚାଷୀଙ୍କୁ ତୁରନ୍ତ ୫୦ ପ୍ରତିଶତ ରିହାତିରେ ପାଣି ପମ୍ପ ଓ ବିହନ ଯୋଗାଣ, ସାର, ପୋକମରା ଔଷଧ ପ୍ରଦାନ କରିବାକୁ  ଜିଲ୍ଲା କୃଷି ଉପନିର୍ଦ୍ଦେଶକଙ୍କୁ କୃଷିମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।  ଜିଲ୍ଲାରେ ୮୦  ଭାଗ ଚାଷ ନଷ୍ଟ ହେବାର ଆଶଙ୍କ ରହିଛି ବୋଲି  କଣ୍ଟାମାଳ ବିଧାୟକ କହିଥିଲେ। ଏଥି ସହିତ ମୃତ୍ତିକା ସଂରକ୍ଷଣ ବିଭାଗ, ଜିଲ୍ଲାରେ ଠିକ୍ ଭାବେ ପ୍ରକଳ୍ପ  ଗୁଡିକ କାର୍ଯ୍ୟକାରୀ କରିବା ପାଇଁ  ଅର୍ଥମନ୍ତ୍ରୀ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା  ବୈଠକରେ ଅର୍ଥମନ୍ତ୍ରୀ ପ୍ରଦୀପ କୁମାର ଅମାତ, କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ, ବିଧାୟକ ମହୀଧର ରଣା, କୃଷି ବିଭାଗ କମିଶନର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story