ସାବାଡ଼ ହେବେ ଠକ ବିଲଡର; ଆଜିଠୁ ରିଏଲ ଇଷ୍ଟେଟ୍‌ ରେଗୁଲେସନ୍ ଏଣ୍ଡ ଡେଭଲପମେଣ୍ଟ ଅାକ୍ଟ ଲାଗୁ

ଭୁବନେଶ୍ୱର: ଅାଜିଠାରୁୁ ଲାଗୁହେବ ରିଏଲ ଇଷ୍ଟେଟ ରେଗୁଲେସନ ଏଣ୍ଡ ଡେଭଲପମେଣ୍ଟ ଅାକ୍ଟ। ଗ୍ରାହକମାନଙ୍କୁ ଘର ଓ ଜମି ଦେବା ନାଁରେ ଠକୁଥିବା ବିଲଡରମାନଙ୍କ ଉପରେ ନିଅାଯିବ କାର୍ଯ୍ୟାନୁଷ୍ଠାନ। ଏଥିରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଅାଯାଇଛି।  ଏହି ଅାଇନ ଅନୁଯାୟୀ ଜୁଲାଇ ୨୦୧୭ ସୁଦ୍ଧା ସବୁ ବିଲଡରମାନେ ସେମାନଙ୍କ ପୁରୁଣା ପ୍ରୋଜେକ୍ଟକୁ ପଂଜୀକରଣ କରିବା ବାଧ୍ୟତାମୂଳକ।  ଏଥିସହ ନୂଅା ପ୍ରୋଜେକ୍ଟର ପଂଜୀକରଣକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।  ବିନା ପଂଜୀକରଣରେ କିଣାବିକା କଲେ ଅଭିଯୁକ୍ତମାନଙ୍କୁ ଜେଲ ଯିବା ସହ ଜୋରିମାନା ଦେବାକୁ ପଡ଼ିବ। […]

building

building

Rakesh Mallick
  • Published: Monday, 01 May 2017
  • Updated: 01 May 2017, 07:48 AM IST

ଭୁବନେଶ୍ୱର: ଅାଜିଠାରୁୁ ଲାଗୁହେବ ରିଏଲ ଇଷ୍ଟେଟ ରେଗୁଲେସନ ଏଣ୍ଡ ଡେଭଲପମେଣ୍ଟ ଅାକ୍ଟ। ଗ୍ରାହକମାନଙ୍କୁ ଘର ଓ ଜମି ଦେବା ନାଁରେ ଠକୁଥିବା ବିଲଡରମାନଙ୍କ ଉପରେ ନିଅାଯିବ କାର୍ଯ୍ୟାନୁଷ୍ଠାନ। ଏଥିରେ ଗ୍ରାହକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଅାଯାଇଛି।  ଏହି ଅାଇନ ଅନୁଯାୟୀ ଜୁଲାଇ ୨୦୧୭ ସୁଦ୍ଧା ସବୁ ବିଲଡରମାନେ ସେମାନଙ୍କ ପୁରୁଣା ପ୍ରୋଜେକ୍ଟକୁ ପଂଜୀକରଣ କରିବା ବାଧ୍ୟତାମୂଳକ।  ଏଥିସହ ନୂଅା ପ୍ରୋଜେକ୍ଟର ପଂଜୀକରଣକୁ ମଧ୍ୟ ବାଧ୍ୟତାମୂଳକ କରାଯାଇଛି।  ବିନା ପଂଜୀକରଣରେ କିଣାବିକା କଲେ ଅଭିଯୁକ୍ତମାନଙ୍କୁ ଜେଲ ଯିବା ସହ ଜୋରିମାନା ଦେବାକୁ ପଡ଼ିବ। ଏପରିକି କିଣା ମୂଲ୍ୟର ୧୦ପ୍ରତିଶତ ଜୋରିମାନା ସହ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ। ବିନା ପଂଜୀକରଣରେ କିଣାବିକା ପାଇଁ ମଧ୍ୟସ୍ଥତା କରୁଥିବା ଏଜେଣ୍ଟମାନଙ୍କୁ  ସମ୍ପତ୍ତି ମୂଲ୍ୟର ୫ ପ୍ରତିଶତ ଫାଇନ୍ ଦେବାକୁ ପଡିବ।  ବର୍ତ୍ତମାନ ସୁଦ୍ଧା ଓଡିଶା ସହ ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଏନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story