ବୁର୍ଲାର ବସନ୍ତପୁରରେ ହୋଇପାରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସ୍

ସମ୍ୱଲପୁର: ବୁର୍ଲା ନିକଟସ୍ଥ ବସନ୍ତପୁରରେ ଆଇଆଇଏମ୍ ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସ ହୋଇପାରେ । ଗୁରୁବାର ଏହି ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା । ସେ କହିଛନ୍ତି, ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ନେଇ ରାଜ୍ୟ ସରାକାର ଚିହ୍ନଟ କରିଥିବା ୩ଟି ସ୍ଥାନ ମଧ୍ୟରୁ ବସନ୍ତପୁର ଠାରେ ସ୍ଥାୟୀ କ୍ୟାମ୍ପସ କରିବା ନେଇ କେନ୍ଦ୍ର ସରକାର ପ୍ରଥାମିକତା ଦେଉଛନ୍ତି। ସେହିପରି ସମ୍ୱଲପୁର ୟୁନିଭରସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେସନ୍ ଟେକନୋଲୋଜି ଏବଂ ସିଲିକନ୍ ଇନଷ୍ଟିଚ୍ୟୁଟ […]

sanjaydashvarma

sanjaydashvarma

Rakesh Mallick
  • Published: Thursday, 25 June 2015
  • Updated: 25 June 2015, 10:54 AM IST

Sports

Latest News

ସମ୍ୱଲପୁର: ବୁର୍ଲା ନିକଟସ୍ଥ ବସନ୍ତପୁରରେ ଆଇଆଇଏମ୍ ସମ୍ୱଲପୁରର ସ୍ଥାୟୀ କ୍ୟାମ୍ପସ ହୋଇପାରେ । ଗୁରୁବାର ଏହି ସୂଚନା ଦେଇଛନ୍ତି ବୈଷୟିକ ଶିକ୍ଷା ଓ ତାଲିମ ମନ୍ତ୍ରୀ ସଞ୍ଜୟ ଦାସବର୍ମା ।

ସେ କହିଛନ୍ତି, ସ୍ଥାୟୀ କ୍ୟାମ୍ପସ ପ୍ରତିଷ୍ଠା ନେଇ ରାଜ୍ୟ ସରାକାର ଚିହ୍ନଟ କରିଥିବା ୩ଟି ସ୍ଥାନ ମଧ୍ୟରୁ ବସନ୍ତପୁର ଠାରେ ସ୍ଥାୟୀ କ୍ୟାମ୍ପସ କରିବା ନେଇ କେନ୍ଦ୍ର ସରକାର ପ୍ରଥାମିକତା ଦେଉଛନ୍ତି। ସେହିପରି ସମ୍ୱଲପୁର ୟୁନିଭରସିଟି ଇନଷ୍ଟିଚ୍ୟୁଟ ଅଫ୍ ଇନଫରମେସନ୍ ଟେକନୋଲୋଜି ଏବଂ ସିଲିକନ୍ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ମଧ୍ୟରୁ ଗୋଟିଏ ସ୍ଥାନରେ ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସ କରିବାକୁ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି।

ଶ୍ରୀ ଦାସବର୍ମା କହିଛନ୍ତି, ଆଇଆଇଏମ କାର୍ଯ୍ୟକ୍ଷମ ନେଇ କେନ୍ଦ୍ର ମାନବ ସମ୍ୱଳ ମନ୍ତ୍ରାଳୟ ଏକ ଡ୍ରାଫଟ୍ ଏମଓୟୁ ପ୍ରସ୍ତୁତ କରୁଛନ୍ତି। ଏହାସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ପ୍ରଦାନ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story