ବସ୍‌ ଭାଙ୍ଗିଲା ୫ଟି ଟ୍ରାଫିକ୍‌ ନିୟମ; ଫାଇନ୍‌ ପଡ଼ିଲା ୬.୭୨ ଲକ୍ଷ

ବୌଦ୍ଧ(ଭାର୍ଜନ ପ୍ରଧାନ): ୫ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ହୋଇଛି ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ । ଏହା ଶୁଣିଲେ ଯେ କେହି ଚକିତ ହୋଇଯିବ। ମାତ୍ର ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌କୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି। ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ […]

bus

bus

Niharika Rout
  • Published: Thursday, 05 March 2020
  • Updated: 05 March 2020, 02:55 PM IST

Sports

Latest News

ବୌଦ୍ଧ(ଭାର୍ଜନ ପ୍ରଧାନ): ୫ଟି ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଏକ ଯାତ୍ରୀବାହୀ ବସ୍‌କୁ ହୋଇଛି ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ । ଏହା ଶୁଣିଲେ ଯେ କେହି ଚକିତ ହୋଇଯିବ। ମାତ୍ର ବୌଦ୍ଧ ଜିଲ୍ଲା ଆରଟିଓ ଆଜି ଧରପଗଡ଼ କରୁଥିବା ବେଳେ ଏକ ଯାତ୍ରୀବାହୀ ବସ୍‌କୁ ଏହି ମୋଟା ଅଙ୍କର ଜରିମାନା କରିବା ସହ ଗାଡ଼ିଟିକୁ ଜବତ କରିଛି।

ସଂଶୋଧିତ ନୂଆ ମୋଟରଯାନ ଆଇନ୍ ଅନୁଯାୟୀ, ମାର୍ଚ୍ଚ ପହିଲାରୁ ଟ୍ରାଫିକ୍ ନିୟମ କଡ଼ାକଡ଼ି ଭାବେ ଲାଗୁ କରାଯାଇଛି। ଯେଉଁମାନେ ନିୟମ ଖିଲାପ କରୁଛନ୍ତି, ସେମାନଙ୍କଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଯାତ୍ରୀବାହୀ ବସ୍‌ ‘ମିନାର’ ଭୁବନେଶ୍ୱରରୁ ବୌଦ୍ଧ ଯାଉଥିବା ବେଳେ ଆଜି ଆରଟିଓ ହାବୁଡ଼ରେ ପଡ଼ିଥିଲା। ଏହାପରେ ବିଭିନ୍ନ କାଗଜପତ୍ର ଯାଞ୍ଚ ପରେ ନିୟମ ଉଲ୍ଲଘଂନ ଅଭିଯୋଗରେ ୬ ଲକ୍ଷ ୭୨ ହଜାର ୪୪୫ ଟଙ୍କାର ଫାଇନ୍‌ ହୋଇଛି ।

ବୌଦ୍ଧ ଆରଟିଓଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ‘ମିନାର’ ବସ୍‌ ୫ଟି  ଟ୍ରାଫିକ୍‌ ନିୟମ ଉଲ୍ଲଘଂନ କରିଛି।  ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଳାଚଳ ପାଇଁ ୫ ହଜାର ଟଙ୍କାର ଫାଇନ୍‌  ପଡ଼ିଥିବା ବେଳେ ପରମିଟ ନଥାଇ ଗାଡ଼ି ଚାଲୁଥିବାରୁ ୧୦ ହଜାର ଫାଇନ୍, ବୀମା ନଥିବାରୁ ୨ ହଜାର ଓ ସାଧାରଣ ଅପରାଧ ପାଇଁ ପଡ଼ିଛି ୫୦୦ ଟଙ୍କା ଫାଇନ୍। ଏହାବ୍ୟତୀତ  ଏହି ବସ୍‌ର ଓଡ଼ିଶା ମୋଟର ଭେଇକିଲ ବକେୟା ଟିକସ ୬, ୫୪, ୯୪୫ଟଙ୍କା ରହିଛି।

ବୌଦ୍ଧ RTO ଚାଲାଣ କାଟି ବସ୍‌ଟିକୁ ଜବତ କରିଛନ୍ତି । ଯାତ୍ରୀବାହୀ ବସ୍‌ଟିର ମାଲିକ ଭୁବନେଶ୍ୱରର ରହୁଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story