ପିଟିଲା ‘ମାତୃକରୁଣା’ ବସ୍‌, ଚୂରମାର ହେଲା ଟ୍ରେଲର କ୍ୟାବିନ

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଆଜି ଏକ  ଟ୍ରେଲର ପଛରେ ପିଟିଲା ବସ୍‌ । ‘ମାତୃକରୁଣା’ ନାମକ ଏକ ଘରୋଇ ବସ ଏକ ଟ୍ରେଲର ପଛରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି। ସୂଚନାଯୋଗ୍ୟ, ‘ମାତୃକରୁଣା’ ନାମକ ଏକ ଘରୋଇ ବସ ଆଜି କଟକରୁ ଯାଜପୁର ଆଡ଼କୁ ଯାଉଥିଲା। […]

accident

accident

Niharika Rout
  • Published: Friday, 28 January 2022
  • Updated: 28 January 2022, 02:43 PM IST

ଚୌଦ୍ୱାର(ଓଡ଼ିଶା ରିପୋର୍ଟର): କଟକ ଟାଙ୍ଗୀ ୧୬ନଂ ଜାତୀୟ ରାଜପଥ ବଇଁଚୁଆ ନିକଟରେ ଆଜି ଏକ  ଟ୍ରେଲର ପଛରେ ପିଟିଲା ବସ୍‌ । ‘ମାତୃକରୁଣା’ ନାମକ ଏକ ଘରୋଇ ବସ ଏକ ଟ୍ରେଲର ପଛରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ଟ୍ରେଲରର ଡ୍ରାଇଭର କ୍ୟାବିନ ଛାତ ସମ୍ପୂର୍ଣ୍ଣ ଚୂରମାର ହୋଇ ଯାଇଥିବା ବେଳେ କିଛି କ୍ଷୟକ୍ଷତି ହୋଇ ନ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ, ‘ମାତୃକରୁଣା’ ନାମକ ଏକ ଘରୋଇ ବସ ଆଜି କଟକରୁ ଯାଜପୁର ଆଡ଼କୁ ଯାଉଥିଲା।  ମାତ୍ର  ବଇଁଚୁଆ ନିକଟରେ ବସ୍‌ଟି ଆଗରେ ଯାଉଥିବା ଟ୍ରେଲର ସହ ପିଟି ହୋଇ ଯାଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରେଲରରେ ଥିବା ଲୁହା ପାଇପ୍‌ କ୍ୟାବିନ ଭାଙ୍ଗି ଆଗକୁ ବାହାରି ଯାଇଥିଲା। ଆହୁରି ବହୁତ ପାଇପ୍‌ ରାସ୍ତା ସାରା ବିଛାଇ ହୋଇ ପଡ଼ିଥିଲା।

[caption id="attachment_709644" align="aligncenter" width="650"]pipe ଦୁର୍ଘଟଣା ପରେ ରାସ୍ତାରେ ଗଡ଼ୁଛି ଲୁହା ପାଇପ ।[/caption]

ମାତ୍ର ଏହି ଦୁର୍ଘଟଣାରେ ଟ୍ରେଲର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ବସ୍‌ ଯାତ୍ରୀମାନେ ସୁରକ୍ଷିତ ଥିବା ଜଣାଯାଇଛି।

ବଡ଼ ବଡ଼ ଲୁହା ପାଇପ୍‌ ରାସ୍ତା ସାରା ବିଛାଇ ହୋଇ ପଡ଼ିଥିବାରୁ ଦୀର୍ଘ ୨ଘଣ୍ଟା ଧରି ରାଜପଥର ଏକ ପାଖରେ ଯାନ ବାହନ ଚଳାଚଳ ଠପ୍ ହୋଇଯାଇଥିଲା ।  ଟାଙ୍ଗୀ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଅନ୍ୟ ବସ୍‌ରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ପଠାଇଥିଲେ। ପରେ ପାଇପ୍‌ ଉଠାଯିବା ପରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story