ସ୍କୁଲ୍‌ ଯିବାକୁ ବସ୍‌କୁ ଅପେକ୍ଷା କରିଥିଲେ, ଆଉ ଏକ ବସ୍ ଆସି ପିଟି ଦେଲା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଛକରେ ଆଜି ସକାଳ ପ୍ରାୟ ଆଠଟା ବେଳେ ବସ୍ ଧକ୍କାରେ ଦୁଇ ଜଣ ସ୍କୁଲ୍‌ ପିଲା ଆହତ ହୋଇଛନ୍ତି। ଏହା ସହିତ ସେମାନଙ୍କ ମଧ୍ୟରୁ ଜଣଙ୍କ ମା’ ମଧ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଟିକେ ଗୁରୁତର ରହିଛି। ତାଙ୍କ ନାଁ ଆର୍ଯ୍ୟନ୍। ତାଙ୍କୁ ଆଇସିୟୁରେ ରଖାଯାଇଛି। ଆହତ ମହିଳା ପୂଜା ତାଙ୍କ ମା’। ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତ୍ୟକ୍ତ […]

bus

bus

Jitendra Garnayak
  • Published: Friday, 07 September 2018
  • Updated: 07 September 2018, 09:13 AM IST

Sports

Latest News

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ବନ୍ଧମୁଣ୍ଡା ଛକରେ ଆଜି ସକାଳ ପ୍ରାୟ ଆଠଟା ବେଳେ ବସ୍ ଧକ୍କାରେ ଦୁଇ ଜଣ ସ୍କୁଲ୍‌ ପିଲା ଆହତ ହୋଇଛନ୍ତି। ଏହା ସହିତ ସେମାନଙ୍କ ମଧ୍ୟରୁ ଜଣଙ୍କ ମା’ ମଧ୍ୟ ଆହତ ହୋଇଛନ୍ତି।

ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆହତ ଦୁଇ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଟିକେ ଗୁରୁତର ରହିଛି। ତାଙ୍କ ନାଁ ଆର୍ଯ୍ୟନ୍। ତାଙ୍କୁ ଆଇସିୟୁରେ ରଖାଯାଇଛି। ଆହତ ମହିଳା ପୂଜା ତାଙ୍କ ମା’।

[caption id="attachment_272960" align="aligncenter" width="750"]fire ଟାୟାର ଜାଳି ଲୋକେ ରାସ୍ତା ଅବରୋଧ କରିଛନ୍ତି[/caption]

ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତ୍ୟକ୍ତ ଲୋକେ ଭଙ୍ଗାରୁଜା କରିଛନ୍ତି।

ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ଫଳରେ ବନ୍ଧମୁଣ୍ଡା ଓ ରାଉରକେଲାକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story