ଡିଭାଇଡରକୁ ପିଟି ଇଲେକ୍ଟ୍ରି ପୋଲ ଭାଙ୍ଗିଲା ବସ୍, ପିକଅପ୍  ଉପରେ ଚଢ଼ିଗଲା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାସ୍ତାରେ ଦ୍ରୁତ ଗତିରେ ଯାଉଥିଲା ଯାତ୍ରୀବାହୀ ବସ୍‌। ହଠାତ୍‌ ଭାରସାମ୍ୟ ହରାଇ ବସିଲେ ଚାଳକ। ଆଉ ଗାଡ଼ି ରୋଡ଼ ଉପରୁ ଚଢ଼ିଗଲା ଡିଭାଇଡର ଉପରକୁ। ଏହାପରେ ନିୟନ୍ତ୍ରଣ ହରାଇ  ନିକଟରେ ଥିବା ଦୁଇଟି ଇଲେକ୍ଟ୍ରି ପୋଲ ଭାଙ୍ଗି ରାସ୍ତା କଡ଼ରେ ଠିଆ ହୋଇଥିବା ପିକ୍‌ଅପ୍‌ ଭ୍ୟାନ ଉପରେ ଚଢ଼ିଗଲା। ବସ୍‌ଟି ପିକ୍‌ଅପ୍‌ ଭ୍ୟାନଟିକୁ ୧୦ରୁ ୨୦ ମିଟର ଦୂରକୁ ଟାଣି ନେଇଥିଲା। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର  ଫାଷ୍ଟ  ଗେଟ […]

accident

accident

Tapaswini Nayak
  • Published: Sunday, 19 December 2021
  • Updated: 19 December 2021, 12:54 PM IST

Sports

Latest News

ବ୍ରହ୍ମପୁର(ଜଗନ୍ନାଥ ସାହୁ): ରାସ୍ତାରେ ଦ୍ରୁତ ଗତିରେ ଯାଉଥିଲା ଯାତ୍ରୀବାହୀ ବସ୍‌। ହଠାତ୍‌ ଭାରସାମ୍ୟ ହରାଇ ବସିଲେ ଚାଳକ। ଆଉ ଗାଡ଼ି ରୋଡ଼ ଉପରୁ ଚଢ଼ିଗଲା ଡିଭାଇଡର ଉପରକୁ। ଏହାପରେ ନିୟନ୍ତ୍ରଣ ହରାଇ  ନିକଟରେ ଥିବା ଦୁଇଟି ଇଲେକ୍ଟ୍ରି ପୋଲ ଭାଙ୍ଗି ରାସ୍ତା କଡ଼ରେ ଠିଆ ହୋଇଥିବା ପିକ୍‌ଅପ୍‌ ଭ୍ୟାନ ଉପରେ ଚଢ଼ିଗଲା।

ବସ୍‌ଟି ପିକ୍‌ଅପ୍‌ ଭ୍ୟାନଟିକୁ ୧୦ରୁ ୨୦ ମିଟର ଦୂରକୁ ଟାଣି ନେଇଥିଲା। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି  ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର  ଫାଷ୍ଟ  ଗେଟ ନିକଟରେ। ଏଥିରେ କେହି ମୃତାହତ ହୋଇନାହାନ୍ତି।  ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ହେମା ନାମକ ଯାତ୍ରୀବାହୀ ବସ୍‌ ଯାତ୍ରୀମାନଙ୍କୁ ଆସିକାରେ ଛାଡି ବ୍ରହ୍ମପୁର ଆସୁଥିଲ।  ଫାଷ୍ଟ  ଗେଟ୍‌ ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାରେ ଶିକାର ହୋଇଥିଲା।

ପିକ୍‌ଅପ୍‌ ଭ୍ୟାନରେ କେହି ଯାତ୍ରୀ ନଥିବା ବେଳେ ବସ୍‌ରେ ମଧ୍ୟ କେହି ଯାତ୍ରୀ ନଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରେନ୍‌ ଦ୍ୱାରା ବସ୍‌କୁ  ଥାନାକୁ ଆଣିଛି ଓ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story