କ୍ୟାଡର ମାଓବାଦୀ ରାଜୁର ଆତ୍ମସମର୍ପଣ

ମାଲକାନଗିରି:ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛି। ତାଙ୍କ ନାଁ ରାଜୁ ଓରଫ ୱାଗା। ରାଜୁ ନାଁରେ ବିଭିନ୍ନ ଥାନାରେ ୧୧ରୁ ଅଧିକ ମାମଲା ରହିଛି। ରାଜୁ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମିଲ ଥିବା ଅଭିଯୋଗ ରହିଛି। ସେ ୧୩ବର୍ଷ ହେଲା ଏରିଆ କମିଟି ସଦସ୍ୟ ଥିଲା। ରାଜୁଙ୍କୁ ଧରାଇଦେବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସରକାରଙ୍କ ଆତ୍ମର୍ପଣ ନୀତି […]

maobadi

maobadi

Rakesh Mallick
  • Published: Sunday, 05 March 2017
  • Updated: 05 March 2017, 01:52 PM IST

Sports

Latest News

ମାଲକାନଗିରି:ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ରଙ୍କ ନିକଟରେ ଜଣେ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛି। ତାଙ୍କ ନାଁ ରାଜୁ ଓରଫ ୱାଗା।

ରାଜୁ ନାଁରେ ବିଭିନ୍ନ ଥାନାରେ ୧୧ରୁ ଅଧିକ ମାମଲା ରହିଛି। ରାଜୁ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିବା ସହ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମିଲ ଥିବା ଅଭିଯୋଗ ରହିଛି। ସେ ୧୩ବର୍ଷ ହେଲା ଏରିଆ କମିଟି ସଦସ୍ୟ ଥିଲା। ରାଜୁଙ୍କୁ ଧରାଇଦେବା ପାଇଁ ଏକ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ସରକାରଙ୍କ ଆତ୍ମର୍ପଣ ନୀତି ଅନୁସାରେ ରାଜୁଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି କହିଛନ୍ତି। ରାଜୁ ଆତ୍ମସର୍ପଣ କରିଥିବାରୁ ମାଓ ସଂଗଠନକୁ ଏକ ବଡ଼ ଧକ୍କା ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story