ଧରା ପଡ଼ିଲା ଯୌନ ପିପାସୁ, ମିଳିଲା ରାଜନୈତିକ ଲିଙ୍କ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଅସଦାଚରଣରେ ଶିକାର ହୋଇଥିଲା। ସ୍କୁଟି ଚଳାଉଥିବା ଜଣେ ଅଭିଯୁକ୍ତ ସାଇକେଲରେ ଯାଉଥିବା ନାବାଳିକାକୁ ଅସଦାଚରଣ କରିଥିଲା। ଏହି ଘଟଣା ରାଜଧାନୀରେ ଚହଳ ପକାଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍‌ ପୁଲିସ ଅଭିଯୁକ୍ତ ଯୌନ ପିପାସୁକୁ ଗତକାଲି ଗିରଫ କରିଥିଲା। ଆଜି ତାକୁ ନେଇ ସ୍ପଟ୍‌ ଆଇଡେଣ୍ଟିଫିକେସନ କରିଛି ପୁଲିସ। ଅଭିଯୁକ୍ତ କିଭଳି ନାବାଳିକାକୁ ପିଛା କରିଥିଲା ଓ କେଉଁଠି ଅସଦାଚରଣ କରିଥିଲା ସେହି ତଥ୍ୟ ସେ […]

bbsr-1..1-1

bbsr-1..1-1

Manoranjan Sial
  • Published: Saturday, 31 August 2019
  • Updated: 31 August 2019, 07:00 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକା ଅସଦାଚରଣରେ ଶିକାର ହୋଇଥିଲା। ସ୍କୁଟି ଚଳାଉଥିବା ଜଣେ ଅଭିଯୁକ୍ତ ସାଇକେଲରେ ଯାଉଥିବା ନାବାଳିକାକୁ ଅସଦାଚରଣ କରିଥିଲା। ଏହି ଘଟଣା ରାଜଧାନୀରେ ଚହଳ ପକାଇଥିଲା। ଏନେଇ ଅଭିଯୋଗ ହେବା ପରେ କମିଶରେଟ୍‌ ପୁଲିସ ଅଭିଯୁକ୍ତ ଯୌନ ପିପାସୁକୁ ଗତକାଲି ଗିରଫ କରିଥିଲା। ଆଜି ତାକୁ ନେଇ ସ୍ପଟ୍‌ ଆଇଡେଣ୍ଟିଫିକେସନ କରିଛି ପୁଲିସ। ଅଭିଯୁକ୍ତ କିଭଳି ନାବାଳିକାକୁ ପିଛା କରିଥିଲା ଓ କେଉଁଠି ଅସଦାଚରଣ କରିଥିଲା ସେହି ତଥ୍ୟ ସେ ପୁଲିସକୁ ଦେଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଭିଯୁକ୍ତର ରାଜନୈତିକ ଲିଙ୍କ ଥିବା ପୁଲିସ ଜାଣିବାକୁ ପାଇଛି।

ଗତକାଲି ଅଭିଯୁକ୍ତକୁ କମିଶନରେଟ୍ ପୁଲିସ ଖୋର୍ଦ୍ଧାରୁ ଗିରଫ କରିଥିଲା। ଟିଆଇ ପରେଡ୍‌ ପରେ ଅଭିଯୁକ୍ତର ନାଁ ପ୍ରକାଶ କରିବ ବୋଲି ପୁଲିସ କହିଥିଲା। ଅଭିଯୁକ୍ତକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଅଭିଯୁକ୍ତ ବିରୋଧରେ ଡିଜିଟାଲ ପ୍ରମାଣ ଯୋଗାଡ଼ ସହ ତୁରନ୍ତ ଚାର୍ଜସିଟ ପ୍ରସ୍ତୁତ କରିବାକୁ ପୁଲିସ ଚେଷ୍ଟା ଚଳାଇଛି। ଗିରଫ ଅଭିଯୁକ୍ତ ବିରୋଧରେ ପୂର୍ବରୁ ଶହୀଦ ନଗର ଥାନାରେ ମାମଲା ରହିଛି। ଅଭିଯୁକ୍ତର ରାଜନୈତିକ ଲିଙ୍କ ଥିବା ପୁଲିସ ଜାଣିବାକୁ ପାଇଛି।

ଗତ ୨୧ ତାରିଖରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ନାବାଳିକାକୁ ରାସ୍ତାରେ ଅସଦାଚରଣ କରିଥିଲା ଅଭିଯୁକ୍ତ। ନାବାଳିକା ଜଣକ ଟ୍ୟୁସନ ଯାଉଥିବା ବେଳେ ଅଭିଯୁକ୍ତ ତାକୁ ପିଛା କରିଥିଲା। ପରେ ରାସ୍ତାରେ ଅଟକାଇ ଅସଦାଚରଣ କରିଥିଲା। ଯାହା ସିସିଟିଭିରେ କଏଦ ହୋଇଥିଲା। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲା। ମାତ୍ର ପୁଲିସ ମାମଲା ରୁଜୁ କରି ଚୁପ୍‌ ବସିଥିଲା। ଏନେଇ ଖବର ଓଟିଭିରେ ପ୍ରକାଶ ପାଇବା ପରେ ପୁଲିସ ତତ୍ପର ହୋଇଥିଲା। ଗତକାଲି ଅଭିଯୁକ୍ତକୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story