ସାରା ଓଡ଼ିଶାକୁ ଆଚ୍ଛାଦିତ କଲା ଘନ କୁହୁଡ଼ି

<p>ଭୁବନେଶ୍ୱର: ବର୍ଷା ଗଲା ପରେ ଏବେ ରାଜ୍ୟରେ କୁହୁଡ଼ି ପ୍ରଭାବ। ସୁନ୍ଦରଗଡ଼ ଓ ବଣାଇରେ କୁହୁଡ଼ି ଏଭଳି ଆଚ୍ଛାଦିତ କରି ରଖୁଛି ଯେ ମାତ୍ର ଦଶ ହାତ ଦୂରରୁ ବି କିଛି ଦେଖାଯାଉନି। ସକାଳ ୯ଟା ପର୍ଯ୍ୟନ୍ତ ପରିବେଶ ଏଭଳି ରହୁଛି। ଫଳରେ ସକାଳୁ ସକାଳୁ ଗାଡ଼ି ଚଲାଇବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇ ହେବନି।</p> <p>ରାଜଧାନୀ ସମେତ ସାରା ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି।</p>

Ordigital Desk
  • Published: Wednesday, 13 December 2017
  • Updated: 13 December 2017, 08:19 AM IST

Sports

Latest News

<p>ଭୁବନେଶ୍ୱର: ବର୍ଷା ଗଲା ପରେ ଏବେ ରାଜ୍ୟରେ କୁହୁଡ଼ି ପ୍ରଭାବ। ସୁନ୍ଦରଗଡ଼ ଓ ବଣାଇରେ କୁହୁଡ଼ି ଏଭଳି ଆଚ୍ଛାଦିତ କରି ରଖୁଛି ଯେ ମାତ୍ର ଦଶ ହାତ ଦୂରରୁ ବି କିଛି ଦେଖାଯାଉନି। ସକାଳ ୯ଟା ପର୍ଯ୍ୟନ୍ତ ପରିବେଶ ଏଭଳି ରହୁଛି। ଫଳରେ ସକାଳୁ ସକାଳୁ ଗାଡ଼ି ଚଲାଇବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ଦୁର୍ଘଟଣା ଆଶଙ୍କାକୁ ମଧ୍ୟ ଏଡ଼ାଇ ହେବନି।</p><p>ରାଜଧାନୀ ସମେତ ସାରା ଓଡ଼ିଶାରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos