ପୁଣି ଥରେ ଓଡ଼ିଶା ରିପୋର୍ଟର ସମ୍ପାଦକଙ୍କୁ ପଚରାଉଚରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ କ୍ୟାପିଟାଲ ଥାନାରେ ଆଜି ପୁଣି ଥରେ ହାଜର ହୋଇଥିଲେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ହାଜର ହୋଇଥିଲେ। ଗତକାଲି ପରି ଆଜି ବି ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି ଥରେ ହାଜର ହେବା ପାଇଁ ପୁଲିସ୍‌ ପକ୍ଷରୁ କୁହାଯାଇଛି। ଗତକାଲି ଶ୍ରୀ ପୃଷ୍ଟିଙ୍କୁ ତଦନ୍ତକାରୀ ଅଧିକାରୀ […]

or

or

Manoranjan Sial
  • Published: Thursday, 20 August 2020
  • Updated: 20 August 2020, 09:07 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ ଚିକିତ୍ସା ଅନୁଭୂତି ସଂପର୍କିତ ଅଡିଓ ନ୍ୟୁଜ୍‌ ମାମଲାରେ କ୍ୟାପିଟାଲ ଥାନାରେ ଆଜି ପୁଣି ଥରେ ହାଜର ହୋଇଥିଲେ ଓଡ଼ିଶା ରିପୋର୍ଟର ସଂପାଦକ ଦେବେନ୍ଦ୍ର ପୃଷ୍ଟି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେ ହାଜର ହୋଇଥିଲେ। ଗତକାଲି ପରି ଆଜି ବି ତାଙ୍କୁ ପ୍ରାୟ ୫ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଆସନ୍ତାକାଲି ମଧ୍ୟ ତାଙ୍କୁ ପୁଣି ଥରେ ହାଜର ହେବା ପାଇଁ ପୁଲିସ୍‌ ପକ୍ଷରୁ କୁହାଯାଇଛି।

ଗତକାଲି ଶ୍ରୀ ପୃଷ୍ଟିଙ୍କୁ ତଦନ୍ତକାରୀ ଅଧିକାରୀ ୫ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲେ। ପ୍ରଥମ ଦେଢ଼ ଘଣ୍ଟା ତାଙ୍କୁ କେବଳ ବ୍ୟକ୍ତିଗତ ପ୍ରଶ୍ନ ପଚରା ଯାଇଥିଲା। ପରେ ଓଡ଼ିଶା ରିପୋର୍ଟର ସୋଶାଲ ମିଡିଆରେ ପ୍ରସାରଣ କରାଯାଇଥିବା ଅଡିଓ ବିଷୟରେ ପଚାରିଥିଲେ ତଦନ୍ତକାରୀ ଅଧିକାରୀ। ଶ୍ରୀ ପୃଷ୍ଟି ତଦନ୍ତକାରୀ ଅଧିକାରୀଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story