ଦଶାହ କାର୍ଯ୍ୟରୁ ଫେରୁଥିବା ବେଳେ ଓଲଟି ପଡ଼ିଲା କାର୍‌

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦ୍ରୁତ ଗତିରେ ଆସୁଥିବା ବେଳେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଜି ସନ୍ଧ୍ୟାବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଫଳରେ ୪ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ରାଜଧାନୀ ଭୁବନେଶ୍ୱରରୁ ୪ ଜଣ ମହିଳା ଏକ କାର୍ରେ ରାଉରକେଲା କୋଏଲନଗରରେ ହୋଇଥିବା ଦଶାହ କାର୍ଯ୍ୟ ଯୋଗଦେଇ ଥିଲେ। ସନ୍ଧ୍ୟାବେଳେ ସେମାନେ ଦ୍ରୁତ ଗତିରେ ଭୁବନେଶ୍ୱର ଫେରୁଥିଲେ। ତେବେ ବ୍ରହ୍ମଣୀତରଙ୍ଗ ଥାନା […]

car-accident

car-accident

Manoranjan Sial
  • Published: Tuesday, 26 November 2019
  • Updated: 26 November 2019, 10:02 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଦ୍ରୁତ ଗତିରେ ଆସୁଥିବା ବେଳେ ଏକ କାର୍ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଜି ସନ୍ଧ୍ୟାବେଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ବ୍ରହ୍ମଣୀତରଙ୍ଗ ଥାନା ଅଞ୍ଚଳରେ ଘଟିଛି। ଫଳରେ ୪ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି।

ରାଜଧାନୀ ଭୁବନେଶ୍ୱରରୁ ୪ ଜଣ ମହିଳା ଏକ କାର୍ରେ ରାଉରକେଲା କୋଏଲନଗରରେ ହୋଇଥିବା ଦଶାହ କାର୍ଯ୍ୟ ଯୋଗଦେଇ ଥିଲେ। ସନ୍ଧ୍ୟାବେଳେ ସେମାନେ ଦ୍ରୁତ ଗତିରେ ଭୁବନେଶ୍ୱର ଫେରୁଥିଲେ। ତେବେ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଟାଇନ୍ସର ନିକଟରେ କାର୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ କାର ଭିତରେ ଥିବା ୪ ମହିଳା ଗୁରୁତର ଆହତ ହୋଇଥିଲେ। ବ୍ରହ୍ମଣୀତରଙ୍ଗ ଥାନା ପୁଲିସ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story