ଖସି ପଳାଉଥିଲା, କେନାଲ୍‌ରେ ପଡ଼ିଲା

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ସୁବର୍ଣ୍ଣପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଲା ଯେ OD31-C-0009 ନମ୍ବର ବିଶିଷ୍ଟ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଛି। ଏହା ପରେ ସୁବର୍ଣ୍ଣପୁର ଅବକାରୀ ଅଧୀକ୍ଷକ ସାମୁଏଲ୍ ହିକ୍କା ଅନ୍ୟ ଅଧିକାରୀଙ୍କ […]

car1

car1

Jitendra Garnayak
  • Published: Thursday, 05 December 2019
  • Updated: 05 December 2019, 11:27 AM IST

Sports

Latest News

ବିନିକା (ଓଡ଼ିଶା ରିପୋର୍ଟର): ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଗଞ୍ଜେଇ ଚୋରାଚାଲାଣ ବେଳେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୬ଟା ବେଳେ ସୁବର୍ଣ୍ଣପୁର ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇଲା ଯେ OD31-C-0009 ନମ୍ବର ବିଶିଷ୍ଟ ଏକ କାର୍‌ରେ ଗଞ୍ଜେଇ ଚାଲାଣ ହେଉଛି। ଏହା ପରେ ସୁବର୍ଣ୍ଣପୁର ଅବକାରୀ ଅଧୀକ୍ଷକ ସାମୁଏଲ୍ ହିକ୍କା ଅନ୍ୟ ଅଧିକାରୀଙ୍କ ସହିତ ଏକ ବୋଲେରୋରେ ଏହି କାର୍‌ର ପିଛା କରିଥିଲେ।

ପ୍ରାୟ ସାଢ଼େ ୭ଟା ବେଳେ ସଂସାମୁରା ଛକରେ ଅବକାରୀ ବିଭାଗ ଗାଡ଼ି କାର୍‌ଟିକୁ ଓଭରଟେକ୍ କରିଥିଲା। ଏହି ସମୟରେ ଗଞ୍ଜେଇ ନେଇ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ କେନାଲ୍‌ ଭିତରେ ଖସି ପଡ଼ିଥିଲା। ଏହା ପରେ ଅବକାରୀ ବିଭାଗ ଗାଡ଼ି ଓ ଗଞ୍ଜେଇ ଜବତ କରି ଜଣଙ୍କୁ ଗିରଫ କରିଥିଲା। ତେବେ ଗାଡ଼ିରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଫେରାର ହୋଇଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story