ସେ ଶକ୍ତି, ସ୍ୱରୂପିଣୀ ପୁଣି ସ୍ୱୟଂସିଦ୍ଧା...

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଶକ୍ତି, ସେ ସ୍ୱରୂପିଣୀ। ପୁଣି ସ୍ୱୟଂସିଦ୍ଧା ସେ ଏକ। କିନ୍ତୁ ତାର ରହିଛି ଭିନ୍ନ ଭିନ୍ନ ପରିଚୟ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସବୁଠି ଥିଲା ମହିଳାଙ୍କୁ ସମ୍ମାନ ସାଙ୍ଗକୁ  ମହିଳାଙ୍କୁ ପ୍ରାଧାନ୍ୟ ଦେବା ପାଇଁ ଉଦ୍‌ବୋଧନ । କେଉଁଠି ମହିଳାମାନେ ବାଇକ୍ ରାଲି କରିଥିଲେ ତ’ ପୁଣି କେଉଁଠି  କାର୍ ଚଲାଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।  ସେଥିରେ ପୁଣି ଆଜିର ଦିନରେ ମୋ ବସ୍‌ରେ ମାଗଣାରେ ଯାତାୟତର […]

nb90

nb90

Tapas Behera
  • Published: Sunday, 08 March 2020
  • Updated: 08 March 2020, 06:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସେ ଶକ୍ତି, ସେ ସ୍ୱରୂପିଣୀ। ପୁଣି ସ୍ୱୟଂସିଦ୍ଧା ସେ ଏକ। କିନ୍ତୁ ତାର ରହିଛି ଭିନ୍ନ ଭିନ୍ନ ପରିଚୟ । ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସବୁଠି ଥିଲା ମହିଳାଙ୍କୁ ସମ୍ମାନ ସାଙ୍ଗକୁ  ମହିଳାଙ୍କୁ ପ୍ରାଧାନ୍ୟ ଦେବା ପାଇଁ ଉଦ୍‌ବୋଧନ । କେଉଁଠି ମହିଳାମାନେ ବାଇକ୍ ରାଲି କରିଥିଲେ ତ’ ପୁଣି କେଉଁଠି  କାର୍ ଚଲାଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ ।  ସେଥିରେ ପୁଣି ଆଜିର ଦିନରେ ମୋ ବସ୍‌ରେ ମାଗଣାରେ ଯାତାୟତର ସୁବିଧା ପାଇ ମହିଳା ଯାତ୍ରୀ ବେଶ୍ ଖୁସି ଅନୁଭବ କରିଥିଲେ।  ସେପଟେ ରାଜ୍ୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମିଶନ ଶକ୍ତି ବିଭାଗ ଗଠନ ହେବ ବୋଲି ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଗଠନ ହେବ ମିଶନ ଶକ୍ତି ବିଭାଗ। ଏହି ବିଭାଗ ମହିଳାଙ୍କ ବିକାଶ ପାଇଁ କାର୍ଯ୍ୟ କରିବ । ମହିଳା ଦିବସ ଅବସରରେ ଆଜି ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟର ୭୦ ଲକ୍ଷ ମହିଳା ମିଶନ ଶକ୍ତି ଓ ମମତା ଯୋଜନାରେ ଉପକୃତ ହେଉଛନ୍ତି। ଏହି ବିଭାଗ ଦ୍ୱାରା ମହିଳାଙ୍କୁ ଅଧିକ ସଶକ୍ତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜି ପ୍ରୟାସ ସେବା ଫାଉଣ୍ଡେସନ  ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା କାର୍ ରାଲି  ବେଟି ବଚାଓ, ବେଟି ପଢାଓ, ଆମେ ଅବଳା ନୁହେଁ ସବଳା, କନ୍ୟା ଭୃଣ ହତ୍ୟାକୁ ବିରୋଧ ଭଳି କାର୍ଯ୍ୟକ୍ରମ।  ଅନେକ କୋଟେସନ୍‌ରେ ସଜେଇ ହୋଇଥିଲା ୫୦ରୁ ଅଧିକ କାର୍। ଆଉ ସେ କାର ଚଳାଇବାର ଦାୟିତ୍ୱ ମଧ୍ୟ ଥିଲା ମହିଳାଙ୍କ ହାତରେ । ସେପଟେ ମହିଳା ଦିବସ ଅବସରରେ ଆଜି ଦିନକ ପାଇଁ ମୋ ବସ୍‌ରେ ମାଗଣା ଟ୍ରାଭେଲ କରିବାର ସୁଯୋଗ ପାଇଛନ୍ତି ମହିଳା । ନିଜ ନିଜର ଗନ୍ତବ୍ୟ ସ୍ଥଳକୁ ବିନା ପଇସାରେ ଯାତାୟତ କରିବାର ସୁବିଧା ବି ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story