ଲୋକଙ୍କ ଉପରେ ମାଡ଼ିଗଲା କାର୍‌

ସମ୍ୱଲପୁର/ମୋହନା(ଓଡ଼ିଶା ରିପୋର୍ଟର): ଆଜି ନୂଆବର୍ଷରେ ଦୁଇଟି ଦୁର୍ଘଟଣା ଘଟିଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳରେ ବଜାରରେ ଲୋକଙ୍କ ଉପରେ ଏକ କାର ମାଡ଼ିଯିବାରୁ ୬ ଜଣ ଆହତ ହୋଇଥିବା ବେଳେ ମୋହନାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଦୁଇଟି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି। ଆଜି ସକାଳେ ନୂଆବର୍ଷ ଉପଲକ୍ଷେ ନାକଟିଦେଉଳ ବଜାରରେ ଲୋକେ ଠିଆ ହୋଇଥିଲେ। ଏହି ସମୟରେ ଏକ କାର ସେମାନଙ୍କ ଉପରେ ମାଡ଼ି ଯାଇଥିଲା। […]

car-rush-in-to-market-in-sambalpur

car-rush-in-to-market-in-sambalpur

Rakesh Mallick
  • Published: Monday, 01 January 2018
  • Updated: 01 January 2018, 01:00 PM IST

Sports

Latest News

ସମ୍ୱଲପୁର/ମୋହନା(ଓଡ଼ିଶା ରିପୋର୍ଟର): ଆଜି ନୂଆବର୍ଷରେ ଦୁଇଟି ଦୁର୍ଘଟଣା ଘଟିଛି। ସମ୍ୱଲପୁର ଜିଲ୍ଲା ନାକଟିଦେଉଳରେ ବଜାରରେ ଲୋକଙ୍କ ଉପରେ ଏକ କାର ମାଡ଼ିଯିବାରୁ ୬ ଜଣ ଆହତ ହୋଇଥିବା ବେଳେ ମୋହନାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହାକୁ ନେଇ ଦୁଇଟି ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି।

ଆଜି ସକାଳେ ନୂଆବର୍ଷ ଉପଲକ୍ଷେ ନାକଟିଦେଉଳ ବଜାରରେ ଲୋକେ ଠିଆ ହୋଇଥିଲେ। ଏହି ସମୟରେ ଏକ କାର ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣ ଆହତ ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଆଜି ଛତ୍ରପୁରର ସୁବ୍ରତ ଦଳେଇ ଓ ତାଙ୍କ ସାଙ୍ଗ ଏକ ବାଇକ୍‌ରେ ଗଜପତି ଜିଲ୍ଲା ମୋହନା ବ୍ଲକ ଖସଡ଼ା ପିକ୍‌ନିକ ଷ୍ଟଟ୍‌କୁ ବୁଲିବା ପାଇଁ ଯାଉଥିଲେ। ତେବେ ପଥରଗଡ଼ ନିକଟରେ ବିପରିତ ଦିଗରୁ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସୁବ୍ରତ ଦଳେଇଙ୍କର ମୃତ୍ୟୁ ହୋଇଥିଲା। ସୁବ୍ରତଙ୍କ ବାଇକ୍‌ ପଛରେ ବସିଥିବା ଯୁବକ ଓ ମୋହନା ପୁଲପଡ଼ାର କିରଣ ନାୟକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡ଼ିକାଲ ନିଆଯାଉଥିବା ବେଳେ ରାସ୍ତାରେ କିରଣଙ୍କ ମୃତ୍ୟୁ ହୋଇଥିଲା। ଏବେ ମଧ୍ୟ ମୃତ ସୁବ୍ରତଙ୍କ ସାଥୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ପଥର ରଖି ରାସ୍ତାରୋକ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରୁଥିବା ଜଣାପଡ଼ିଛି। ମାତ୍ର ଆନ୍ଦୋଳନ ଚାଲିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story