ଫିଲ୍ମ ପ୍ରଯୋଜକଙ୍କୁ କାଷ୍ଟିଂକାଉଚ୍‌ରେ ଫସାଇବା ପାଇଁ ଧମକ ଅଭିଯୋଗ

ଭୁବନେଶ୍ୱର: ଫିଲ୍ମ ନିର୍ମାଣ ନାଁରେ ପ୍ରଯୋଜକଙ୍କ ଠାରୁ ୨୧ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରାଇବାକୁ କହିବାରୁ ପ୍ରଯୋଜକଙ୍କୁ ମିଳୁଛି କାଷ୍ଟିଂ କାଉଚରେ ଫସାଇ ଦେବା ପାଇଁ ଧମକ।  ଏହି ଅଭିଯୋଗ ଆଣିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଜେଶ ରଞ୍ଜନ ପତି। ସେ କହିଛନ୍ତି, “ଗୁଡିଆରାଣି ଶୀର୍ଷକରେ ଏକ ଦ୍ୱି-ଭାଷୀ ଫିଲ୍ମ ନିର୍ମାଣ ପାଇଁ ୨୦୧୫ ମସିହା ସେପ୍ଟେମ୍ବର ୯ ତାରିଖରେ ରାଜ୍ୟ ବାହାରର ଜଣେ ପ୍ରଯୋଜକ ବବଲି କିରଣଙ୍କ ସହ ଚୁକ୍ତି […]

bbsr

bbsr

Rakesh Mallick
  • Published: Thursday, 21 July 2016
  • Updated: 21 July 2016, 11:05 PM IST

Sports

Latest News

ଭୁବନେଶ୍ୱର: ଫିଲ୍ମ ନିର୍ମାଣ ନାଁରେ ପ୍ରଯୋଜକଙ୍କ ଠାରୁ ୨୧ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି। ଟଙ୍କା ଫେରାଇବାକୁ କହିବାରୁ ପ୍ରଯୋଜକଙ୍କୁ ମିଳୁଛି କାଷ୍ଟିଂ କାଉଚରେ ଫସାଇ ଦେବା ପାଇଁ ଧମକ।  ଏହି ଅଭିଯୋଗ ଆଣିଛନ୍ତି ଓଡ଼ିଆ ଫିଲ୍ମ ପ୍ରଯୋଜକ ରାଜେଶ ରଞ୍ଜନ ପତି। ସେ କହିଛନ୍ତି, “ଗୁଡିଆରାଣି ଶୀର୍ଷକରେ ଏକ ଦ୍ୱି-ଭାଷୀ ଫିଲ୍ମ ନିର୍ମାଣ ପାଇଁ ୨୦୧୫ ମସିହା ସେପ୍ଟେମ୍ବର ୯ ତାରିଖରେ ରାଜ୍ୟ ବାହାରର ଜଣେ ପ୍ରଯୋଜକ ବବଲି କିରଣଙ୍କ ସହ ଚୁକ୍ତି କରିଥିଲେ। ଏଥିରେ ମଧ୍ୟସ୍ଥତା କରୁଥିଲେ ଅଭିନେତା ସମ୍ବିତ ଆଚାର୍ଯ୍ୟ ଓ ପ୍ରଣୟ ଜେଠୀ। ତେବେ ନିର୍ଦ୍ଧାରିତ ସମୟରେ ଫିଲ୍ମ ତିଆରି ନ ହେବାରୁ ଟଙ୍କା ଫେରାଇଦେବାକୁ କହିଥିଲି। କିନ୍ତୁ ଟଙ୍କା ଫେରାଇବା ବଦଳରେ ଅଭିନେତ୍ରୀ ଉପାସନା ମହାନ୍ତିଙ୍କ ଜରିଆରେ ମୋତେ କାଷ୍ଟିଂ କାଉଚ୍‌ ମାମଲାରେ ଫସାଇ ଦିଆଯିବ ବୋଲି ଧମକ ଦିଆଯାଉଛି।”

ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିନେତ୍ରୀ ଉପାସନା ମହାନ୍ତି, ଅଭିନେତା ସମ୍ପିତ ଆଚାର୍ଯ୍ୟ ଓ ବବଲି କିରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story