ପୂର୍ବତଟ ରେଳବାଇରେ ଚାକିରି ଦେବା ନାଁରେ ଠକେଇ ଘଟଣାର ତଦନ୍ତ କରିବ ସିବିଆଇ

ଭୁବନେଶ୍ୱର: ପୂର୍ବତଟ ରେଳବାଇରେ ଚାକିର ଦେବା ନାଁରେ ଠକେଇ ଘଟଣାରେ ସିବିଆଇ ତଦନ୍ତ ହେବ। ଏନେଇ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିବିଆଇକୁ ବିଧିବଦ୍ଧ ଭାବେ ଚିଠି ଲେଖାଯାଇଛି। ଭୁବନେଶ୍ୱରରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ମାମଲା ସାମନାକୁ ଆସିବା ପରେ ସିବିଆଇ ମାମଲାର ତଦନ୍ତ ପାଇଁ କୁହାଯାଇଛି।  ଏହା ପଛରେ ଏକ ରାକେଟ କାମ କରୁଛି କି ? ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି? ରାକେଟ ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି […]

cbi

cbi

Rakesh Mallick
  • Published: Monday, 12 September 2016
  • Updated: 13 September 2016, 07:17 AM IST

Sports

Latest News

ଭୁବନେଶ୍ୱର: ପୂର୍ବତଟ ରେଳବାଇରେ ଚାକିର ଦେବା ନାଁରେ ଠକେଇ ଘଟଣାରେ ସିବିଆଇ ତଦନ୍ତ ହେବ। ଏନେଇ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସିବିଆଇକୁ ବିଧିବଦ୍ଧ ଭାବେ ଚିଠି ଲେଖାଯାଇଛି। ଭୁବନେଶ୍ୱରରେ ଚାକିରି ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ମାମଲା ସାମନାକୁ ଆସିବା ପରେ ସିବିଆଇ ମାମଲାର ତଦନ୍ତ ପାଇଁ କୁହାଯାଇଛି।  ଏହା ପଛରେ ଏକ ରାକେଟ କାମ କରୁଛି କି ? ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି? ରାକେଟ ଚେର କେତେ ପର୍ଯ୍ୟନ୍ତ ଲମ୍ବିଛି ? ଏହା ସହିତ ଉଚ୍ଚ ଅଧିକାରୀମାନଙ୍କ କିଛି ସଂପୃକ୍ତି ରହିଛି କି ନାହିଁର ଖୋଳତାଡ଼ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଗତ କିଛି ଦିନ ତଳେ ନୟାପଲ୍ଲୀ ପୋଲିସ୍ ଓ ଚନ୍ଦ୍ରଶେଖରପୁର ପୋଲିସ୍ ହାତରେ ଦୁଇଟି ରାକେଟ ଧରାପଡ଼ିଥିଲା।  ଯେଉଁଥିରେ  କମିଶନରେଟ୍‌ ପୋଲିସ୍ ପ୍ରାୟ ୮ ଜଣଙ୍କ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story