ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିବା ଟଙ୍କାରେ ବି ପିସି କାରବାର, ଧରା ପଡ଼ିଲେ ସିଡିପିଓ

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଅଙ୍ଗନୱାଡି କେନ୍ଦ୍ରରେ ପଢ଼ୁଥିବା କୁନି କୁନି ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିଲା ଟଙ୍କା । ସେଥିରେ ବି ପିସି କାରବାର କରି ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବନ୍ଧା ହେଲେ ସିଡିପିଓ । ଏପରି ଘଟଣା  ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ବେଳେ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଝରିଗାଁ CDPO ସୁଶୁମା ପ୍ରସାଦ । ସୂଚନା ଅନୁଯାୟୀ,  ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁର୍ଟିଛାପର ସେକ୍ଟରର ୧୪ ଗୋଟି ଅଙ୍ଗନୱାଡି ସେଣ୍ଟରର କୁନି […]

arrest

arrest

Niharika Rout
  • Published: Friday, 31 December 2021
  • Updated: 31 December 2021, 12:56 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଅଙ୍ଗନୱାଡି କେନ୍ଦ୍ରରେ ପଢ଼ୁଥିବା କୁନି କୁନି ପିଲାଙ୍କ ଡ୍ରେସ୍‌ ପାଇଁ ଆସିଥିଲା ଟଙ୍କା । ସେଥିରେ ବି ପିସି କାରବାର କରି ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବନ୍ଧା ହେଲେ ସିଡିପିଓ । ଏପରି ଘଟଣା  ନବରଙ୍ଗପୁର ଜିଲ୍ଲାରେ ଘଟିଥିବା ବେଳେ  ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଝରିଗାଁ CDPO ସୁଶୁମା ପ୍ରସାଦ ।

ସୂଚନା ଅନୁଯାୟୀ,  ଝରିଗାଁ ବ୍ଲକ୍ ଅନ୍ତର୍ଗତ କୁର୍ଟିଛାପର ସେକ୍ଟରର ୧୪ ଗୋଟି ଅଙ୍ଗନୱାଡି ସେଣ୍ଟରର କୁନି କୁନି ଛୁଆଙ୍କ ଡ୍ରେସ୍ ବାବଦକୁ ଆସିଥିଲା ୨,୧୧,୫୦୦  ଟଙ୍କା । ଉକ୍ତ ବିଲ୍‌ ପାସ୍‌ କରିବାକୁ ପିସି ବାବଦକୁ ୨୭, ହଜାର ଟଙ୍କା ଲାଞ୍ଚ ମାଗିଥିଲେ ସିଡିପିଓ ସୁଶୁମା ପ୍ରସାଦ । ଅଙ୍ଗନୱାଡି କର୍ମୀ ରଞ୍ଜିତା ନାଏକ ଏନେଇ ନବରଙ୍ଗପୁର ଭିଜିଲାନ୍ସର ସହାୟତା ଲୋଡିଥିଲେ  ।

[caption id="attachment_702919" align="aligncenter" width="650"]raid ଭିଜିଲାନ୍ସ ଅଧିକାରୀ ସିଡିପିଓଙ୍କ କାର୍ଯ୍ୟାଳୟରେ ଚଢ଼ାଉ କରୁଛନ୍ତି।[/caption]

ଏହାପରେ ପୂର୍ବ ଯୋଜନା ମୁତାବକ, ଗତକାଲି ସନ୍ଧ୍ୟାରେ ସିଡିପିଓଙ୍କ ଝରିଗାଁ ସ୍ଥିତ  ଭଡ଼ା ଘରେ ପହଞ୍ଚି ରଞ୍ଜିତା ତାଙ୍କୁ ଲାଞ୍ଚ ଟଙ୍କା ଦେଇଥିଲେ। ଏହି ସମୟରେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ଅଧିକାରୀ ଟଙ୍କା ଜବତ ସହ ସିଡିପିଓଙ୍କୁ  ଗିରଫ କରିଛନ୍ତି।

ଅଧିକ ତଥ୍ୟ, ପ୍ରମାଣ ଆଶାରେ ନବରଙ୍ଗପୁର ଭିଜିଲାନ୍ସ ର ଏକ ଟିମ୍ ଝରିଗାଁ ଅଫିସ୍ ଏବଂ ଭଡ଼ା ଘର ସହ ଭବାନିପାଟଣା ସ୍ଥିତ ବାସ ଭବନରରେ ଏକା ସାଙ୍ଗରେ ରେଡ୍ ଚଳାଇଥିବା ସୂଚନା ମିଳିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story