ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଲା କେନ୍ଦ୍ର, ରହିବ ଲକ୍‌ଡାଉନ୍‌ ସର୍ତ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରଥ ନିର୍ମାଣକୁ ନେଇ ଥିବା ଅନିଶ୍ଚିତତା ଦୂର ହୋଇଛି। ଶେଷରେ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛି କେନ୍ଦ୍ର ସରକାର। ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢ଼ିଲା। ରଥଖଳାରେ ରଥ ନିର୍ମାଣକୁ ମିଳିଲା ଅନୁମତି। ରଥ ନିର୍ମାଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। କିଛି ସର୍ତ୍ତ ସହ ରଥ ନିର୍ମାଣକୁ ମିଳିଛି ଅନୁମିତି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି।ଲକ୍‌ଡାଉନ୍ ନେଇ ଜାରି ସମସ୍ତ ଗାଇଡଲାଇନ ପାଳନ ହେବ। କେନ୍ଦ୍ର […]

7890-1

7890-1

Tapas Behera
  • Published: Thursday, 07 May 2020
  • Updated: 07 May 2020, 07:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରଥ ନିର୍ମାଣକୁ ନେଇ ଥିବା ଅନିଶ୍ଚିତତା ଦୂର ହୋଇଛି। ଶେଷରେ ରଥ ନିର୍ମାଣକୁ ସବୁଜ ସଙ୍କେତ ଦେଇଛି କେନ୍ଦ୍ର ସରକାର। ପୁରୀ ରଥଯାତ୍ରା ନେଇ ସମ୍ଭାବନା ବଢ଼ିଲା। ରଥଖଳାରେ ରଥ ନିର୍ମାଣକୁ ମିଳିଲା ଅନୁମତି। ରଥ ନିର୍ମାଣକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଅନୁମତି ମିଳିଛି। କିଛି ସର୍ତ୍ତ ସହ ରଥ ନିର୍ମାଣକୁ ମିଳିଛି ଅନୁମିତି। ରଥଖଳାରେ କୌଣସି ଧାର୍ମିକ ଏକତ୍ରୀକରଣ ହୋଇପାରିବନି।ଲକ୍‌ଡାଉନ୍ ନେଇ ଜାରି ସମସ୍ତ ଗାଇଡଲାଇନ ପାଳନ ହେବ। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ରଥଯାତ୍ରା ହେବ କି ନାହିଁ ରାଜ୍ୟ ସରକାର ନିଷ୍ପତ୍ତି ନେବ। ସେତେବେଳର ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ନିଷ୍ପତ୍ତି ନେବେ। ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଜଣାଇଲେ ଗୃହ ମନ୍ତ୍ରାଳୟର ଅନୁ ସଚିବ।

ପୂର୍ବରୁ ରଥ ନିର୍ମାଣ କରିବାକୁ ପରିଚାଳନା କମିଟି ବୈଠକରେ ସୁପାରିଶ କରାଯାଇଥିଲା । କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଥିଲେ ଯେ, ରଥ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ କରାଯାଇନାହିଁ। ଅକ୍ଷୟ ତୃତୀୟାରେ ରଥ ନିର୍ମାଣ ନୀତି ବିଧି ମୁତାବକ ପାଳନ ହୋଇଛି। ଏଯାଏ କିନ୍ତୁ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନି। ଆମେ ନୂଆ ଗାଇଡଲାଇନକୁ ଅପେକ୍ଷା କରିଥିଲୁ। ନୂଆ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ ପାଇଁ ସମ୍ମତି ହୋଇଛି। ପୁରୀ ଗ୍ରୀନ ଜୋନରେ ଆସୁଥିବାରୁ ରଥ ନିର୍ମାଣ କରାଯାଇପାରିବ। ଗ୍ରୀନ ଜୋନରେ ଶ୍ରମ ଭିତ୍ତିକ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ରଥ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ନିର୍ମାଣ କରାଯାଇପାରିବ।

ଗଜପତି ମହାରାଜା ଦିବ୍ୟସିଂହଦେବ କହିଛନ୍ତି ଯେ, ରଥ ନିର୍ମାଣ କାର୍ଯ୍ୟ ଏକ ନିର୍ମାଣ କାର୍ଯ୍ୟ। ଏହା ଧାର୍ମିକ ଉତ୍ସବ ନୁହଁ । ଯେହେତୁ ପୁରୀ ଗ୍ରୀନ୍‌ ଜୋନ୍‌ରେ ଆସୁଛି ରଥ ନିର୍ମାଣ କାର୍ଯ୍ୟ ହୋଇପାରିବ ବୋଲି ଗଜପତି ମହାରାଜା ଦିବ୍ୟସିଂହଦେବ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story