କରୋନା ମୁକାବିଲା: କେନ୍ଦ୍ର ବଢ଼ାଇଲା ସହାୟତା ଅର୍ଥ, ୧୦୬୯ କୋଟି ମଞ୍ଜୁର

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତାର ପରିମାଣକୁ ବୃଦ୍ଧି କରିଛନ୍ତି। ରୋଗୀମାନେ କ୍ୱାରେଣ୍ଟାଇନରେ ରହିବାଠୁ ଆରମ୍ଭ କରି ସେମାନେ ଚିକିତ୍ସା ହେଉଥିବା କୋଭିଡ୍ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ଭିତ୍ତିଭୂମି ସୁବିଧା ଯୋଗାଇବା ଆଦି ପର୍ଯ୍ୟନ୍ତ, ସବୁ କ୍ଷେତ୍ର ପାଇଁ ସହାୟତା ଯୋଗାଉଥିବା କେନ୍ଦ୍ର ସରକାର ଗତକାଲି ଆର୍ଥିକ ସହାୟତା ପରିମାଣକୁ ମଧ୍ୟ ବୃଦ୍ଧି କରିଛନ୍ତି। କୋଭିଡ-୧୯ ମୁକାବିଲା ନିମନ୍ତେ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରୁ ଖର୍ଚ୍ଚ କରିବାକୁ ଅନୁମତି […]

corona

corona

Manoranjan Sial
  • Published: Thursday, 24 September 2020
  • Updated: 24 September 2020, 10:52 PM IST

Sports

Latest News

ଭୁବନେଶ୍ୱର(ପ୍ରକାଶ ସେଠୀ): କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଉଥିବା ଆର୍ଥିକ ସହାୟତାର ପରିମାଣକୁ ବୃଦ୍ଧି କରିଛନ୍ତି। ରୋଗୀମାନେ କ୍ୱାରେଣ୍ଟାଇନରେ ରହିବାଠୁ ଆରମ୍ଭ କରି ସେମାନେ ଚିକିତ୍ସା ହେଉଥିବା କୋଭିଡ୍ ହସ୍ପିଟାଲଗୁଡ଼ିକରେ ଚିକିତ୍ସା ଭିତ୍ତିଭୂମି ସୁବିଧା ଯୋଗାଇବା ଆଦି ପର୍ଯ୍ୟନ୍ତ, ସବୁ କ୍ଷେତ୍ର ପାଇଁ ସହାୟତା ଯୋଗାଉଥିବା କେନ୍ଦ୍ର ସରକାର ଗତକାଲି ଆର୍ଥିକ ସହାୟତା ପରିମାଣକୁ ମଧ୍ୟ ବୃଦ୍ଧି କରିଛନ୍ତି।

କୋଭିଡ-୧୯ ମୁକାବିଲା ନିମନ୍ତେ ଆବଶ୍ୟକ ଅର୍ଥ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ)ରୁ ଖର୍ଚ୍ଚ କରିବାକୁ ଅନୁମତି ଦେଇଥିବା କେନ୍ଦ୍ର ସରକାର ଜୁଲାଇ ୧୪ରେ ଏହାର ସର୍ବାଧିକ ୩୫ ପ୍ରତିଶତ ଖର୍ଚ୍ଚସୀମା ଧାର୍ଯ୍ୟ କରିଥିଲେ। ମାତ୍ର ଗତକାଲି ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ଚିଠି ଲେଖି ଏସଡିଆରଏଫରୁ ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ କୋଭିଡ୍ ପରିଚାଳନା ନିମନ୍ତେ ଖର୍ଚ୍ଚ କରିବାକୁ ଅନୁମତି ସହ ସଂଶୋଧିତ ଗାଇଡଲାଇନ୍ ମଧ୍ୟ ଜାରି କରିଥିବା ଜଣାପଡ଼ିଛି।

‘ଓଡ଼ିଶା ରିପୋର୍ଟର’ର ହସ୍ତଗତ ହୋଇଥିବା କେନ୍ଦ୍ର ସରକାରଙ୍କ ମାର୍ଚ୍ଚ ୧୪, ମାର୍ଚ୍ଚ ୨୮, ଜୁଲାଇ ୧୪ ଓ ସେପ୍ଟେମ୍ବର ୨୩ତାରିଖ ନିର୍ଦ୍ଦେଶନାମାରେ କରୋନା ବାବଦ ଅର୍ଥ ଏସଡିଆରଏଫରୁ ଖର୍ଚ୍ଚ ନିମନ୍ତେ ପରାମର୍ଶ ଦିଆଯାଇଛି। ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୩ତାରିଖରେ ରାଜ୍ୟ ସରକାରଙ୍କୁ କରୋନା ମୁକାବିଲା ନିମନ୍ତେ ଏସଡିଆରଏଫରୁ ସର୍ବାଧିକ ୫୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ୨୦୨୦-୨୧ ଆର୍ଥିକ ବର୍ଷରେ ଖର୍ଚ୍ଚ କରିବାକୁ ଅନୁମତି ଦେଇଛନ୍ତି। ଏହି ଅର୍ଥ ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କୁ ରଖିବା ନିମନ୍ତେ ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟର ସ୍ଥାପନ, ଖାଦ୍ୟ, କପଡ଼ା, ଚିକିତ୍ସା ସେବା ଆଦି ନିମନ୍ତେ ଖର୍ଚ୍ଚ ସହ ସେମାନଙ୍କର ନମୂନା ସଂଗ୍ରହ, ସ୍କ୍ରିନିଂ ଓ କଣ୍ଟାକ୍ଟ ଟ୍ରେସିଂ ନିମନ୍ତେ ସହାୟତା,ସରକାରୀ ହସ୍ପିଟାଲଗୁଡ଼ିକରେ ଟେଷ୍ଟିଂ ଲାବ୍ରୋଟୋରୀ ସ୍ଥାପନ, ଟେଷ୍ଟିଂ କିଟ୍ କିଣା ଖର୍ଚ୍ଚ, ର୍ଥମାଲ ସ୍କାନର, ଭେଣ୍ଟିଲେଟର, ଏୟାର ପୁ୍ୟରିଫାୟାର, ହସ୍ପିଟାଲରେ ଅକ୍ସିଜେନ୍ ପ୍ରସ୍ତୁତ ଓ ଷ୍ଟୋରେଜ ପ୍ଲାଣ୍ଟ, ରୋଗୀଙ୍କ ଯାତାୟତ ନିମନ୍ତେ ଆମ୍ବୁଲାନ୍ସ ସେବାକୁ ସୁଦୃଢ଼ କରିବା, କଣ୍ଟେନମେଣ୍ଟ ଜୋନ୍ , କୋଭିଡ୍ ହସ୍ପିଟାଲ ଓ କୋଭିଡ୍ କେୟାର ସେଣ୍ଟର ସ୍ଥାପନ ଓ ସରକାରୀ ହସ୍ପିଟାଲରେ କିଣା ହେଉଥିବା କୋଭିଡ୍ ଉପକରଣ ନିମନ୍ତେ ଏସଡିଆରଏଫରୁ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହିପରି କରୋନା ମୁକାବିଲାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀ, ମ୍ୟୁନିସପାଲିଟି କର୍ମଚାରୀ, ପୁଲିସ୍ ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଉପକରଣ ମଧ୍ୟ ଏହି ଅର୍ଥରୁ ଯୋଗାଇ ଦେବାକୁ କୁହାଯାଇଛି ।

ତେବେ ଏସ୍‌ଡିଆର୍‌ଏଫରୁ କରୋନା ମୁକାବିଲା ପାଇଁ ହେଉଥିବା ସମସ୍ତ ଖର୍ଚ୍ଚ ୨୦୨୦-୨୧ ଆର୍ଥିକ ବର୍ଷରେ ଆବଣ୍ଟିତ ମୋଟ୍‌ ଅର୍ଥ ତୁଳନାରେ ସର୍ବାଧିକ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। କରୋନା ମୁକାବିଲା ବାବଦ ଅର୍ଥକୁ ଏକକାଳୀନ ଆବଣ୍ଟନ ନିମନ୍ତେ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ଅବଶ୍ୟ ରାଜ୍ୟ ସରକାର ଚାହିଁଲେ ଅଧିକ ଖର୍ଚ୍ଚ ନିଜସ୍ୱ ପାଣ୍ଠିରୁ କରିପାରିବେ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଅବଗତ କରାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୦୧-୨୧ ଆର୍ଥିକ ବର୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସଡିଆରଏଫ) ପାଇଁ ମୋଟ ୨୧୩୯ କୋଟି ଟଙ୍କା ଆବଣ୍ଟିତ ହୋଇଛି। ଏଥିରେ କେନ୍ଦ୍ର ସରକାର ୭୫ ପ୍ରତିଶତ ଓ ରାଜ୍ୟ ସରକାରଙ୍କର ୨୫ ପ୍ରତିଶତ ଅର୍ଥ ରହିଛି। ଅର୍ଥାତ୍ ରାଜ୍ୟ ସରକାରଙ୍କ ଏସଡିଆରଏଫରେ ମାତ୍ର ୫୩୫ କୋଟି ଟଙ୍କା ଥିବାବେଳେ କେନ୍ଦ୍ର ସରକାରଙ୍କର ୧୬୦୪କୋଟି ଟଙ୍କା ରହିଛି। ଏପର୍ଯ୍ୟନ୍ତ ଏସଡିଆରଏଫରୁ ୮୦୨ କୋଟି ଟଙ୍କା ମଞ୍ଜୁର ହୋଇଛି। ରାଜ୍ୟ ସରକାର ଚାହିଁଲେ ଚଳିତ ଆର୍ଥିକ ବର୍ଷରେ କରୋନା ମୁକାବିଲା ବାବଦରେ ଏସଡିଆରଏଫରୁ ୧୦୬୯.୫୦ କୋଟି ଟଙ୍କା (୫୦%) ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ ବୋଲି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।

ତେଣୁ କରୋନା ମୁକାବିଲା ନେଇ ଏପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପଂଚାୟତଗୁଡ଼ିକରେ ଅସ୍ଥାୟୀ କ୍ୱାରେଣ୍ଟାଇନ ସେଣ୍ଟରଠୁ ଆରମ୍ଭ କରି ରାଜ୍ୟ ବାହାରୁ ଆସିଥିବା ଲୋକଙ୍କୁ ସେଠାରେ ରଖିବାରେ ହୋଇଥିବା ଖର୍ଚ୍ଚ, ଚିକିତ୍ସା ସୁବିଧା ଆଦି ସହ କୋଭିଡ ହସ୍ପିଟାଲଗୁଡ଼ିକର ଭତ୍ତିଭୂମି ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଥିବା କେନ୍ଦ୍ର ସରକାରଙ୍କ ଚିଠିରୁ ସ୍ପଷ୍ଟ ଜଣାପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story