ଫୋନି କ୍ଷତିଗ୍ରସ୍ତ ୧୪ ଜିଲ୍ଲା ପାଇଁ ଅତିରିକ୍ତ ୫୦ଦିନର କର୍ମଦିବସ ମଞ୍ଜୁର କଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଫୋନି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ମନରେଗା ଯୋଜନାରେ ଅତିରିକ୍ତ ୫୦ଦିନର କର୍ମଦିବସ ମଞ୍ଜୁର କରିଛନ୍ତି। ମନରେଗାରେ ସର୍ବାଧିକ ୧୦୦ଦିନ କର୍ମଦିବସ ଯୋଗାଇବାର ପ୍ରାବଧାନ ଥିବାବେଳେ ଫୋନି ପ୍ରଭାବିତ ୧୪ଟି ଜିଲ୍ଲାର ୧୫୯ଟି ବ୍ଲକରେ ଏହି ୫୦ଦିନ ଅତିରିକ୍ତ କାର୍ଯ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଫୋନି ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୫୦ଦିନର ମନରେଗା କାର୍ଯ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଆଜି […]

foni

foni

Manoranjan Sial
  • Published: Friday, 12 July 2019
  • Updated: 12 July 2019, 08:31 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାର ଫୋନି ପ୍ରଭାବିତ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ସରକାର ମନରେଗା ଯୋଜନାରେ ଅତିରିକ୍ତ ୫୦ଦିନର କର୍ମଦିବସ ମଞ୍ଜୁର କରିଛନ୍ତି। ମନରେଗାରେ ସର୍ବାଧିକ ୧୦୦ଦିନ କର୍ମଦିବସ ଯୋଗାଇବାର ପ୍ରାବଧାନ ଥିବାବେଳେ ଫୋନି ପ୍ରଭାବିତ ୧୪ଟି ଜିଲ୍ଲାର ୧୫୯ଟି ବ୍ଲକରେ ଏହି ୫୦ଦିନ ଅତିରିକ୍ତ କାର୍ଯ୍ୟ ଯୋଗାଇ ଦେବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଫୋନି ପ୍ରଭାବିତ ଅଞ୍ଚଳରେ ଅତିରିକ୍ତ ୫୦ଦିନର ମନରେଗା କାର୍ଯ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ଆଜି ରାଜ୍ୟସଭାରେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରଶାନ୍ତ ନନ୍ଦ ଓ ନରେନ୍ଦ୍ର ସ୍ୱାଇଁଙ୍କ ଲିଖିତ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ତେବେ କେନ୍ଦ୍ର ସରକାର ଜୁନ୍ ଶେଷ ସପ୍ତାହରେ ଏହି ଅତିରିକ୍ତ ୫୦ଦିନର କର୍ମଦିବସ ମଞ୍ଜୁର କରିଥିବା ସତ୍ତେ୍ୱ ଫୋନି କ୍ଷତିଗ୍ରସ୍ତ ଅଞ୍ଚଳର ହିତାଧିକାରୀଙ୍କୁ ଏହାର ସୁବିଧା ଦେବା ପାଇଁ ରାଜ୍ୟ ସରକାର ଏଯାଏ କୌଣସି ପଦକ୍ଷେପ ନେଇନାହାନ୍ତି।

ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ମାସରେ ମଧ୍ୟ କେନ୍ଦ୍ର ସରକାର ଅନୁରୂପ ଭାବେ ମରୁଡ଼ି ପ୍ରଭାବିତ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା ବଲାଙ୍ଗିରା,ବରଗଡ଼,ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନବରଙ୍ଗପୁର, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲ୍ଲାର ୬୦ଟି ବ୍ଲକର ୫୬୩୩ଟି ଗାଁରେ ଅତିରିକ୍ତ ୫୦ଦିନର କର୍ମଦିବସ ମଞ୍ଜୁର କରିଥିଲେ। ୨୦୧୮-୧୯ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ରାଜ୍ୟ ସରକାର ମୋଟ ୩୧,୦୩,୬୬୭ ହିତାଧିକାରୀଙ୍କୁ ୭.୨୪ କୋଟି କର୍ମଦିବସ ଯୋଗାଇଥିବା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story