ବଦଳିଲା ‘ସେସୁ’ ନାଁ, ଏବେ ନୂଆ ମାଲିକ, ନୂଆ ନାଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ‘ସେସୁ’ ଆଜିଠୁ ଟାଟା ପାୱାର କମ୍ପାନୀ ଅଧୀନକୁ ଯାଇଛି। ଏହାସହିତ ‘ସେସୁ’ କମ୍ପାନୀର ନାଁ ପରିବର୍ତ୍ତନ ହେବା ସହ ମାଲିକାନା ସତ୍ତ୍ୱରେ ମଧ୍ୟ ପରିବର୍ତ୍ତନ ହୋଇଛି। ଟାଟା ପାୱାର ଓ ‘ସେସୁ’ ମଧ୍ୟରେ ଆଜି ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ‘ସେସୁ’ର ନାଁ ବଦଳି ‘ଟାଟା ପାୱାର ସେଣ୍ଟ୍ରାଲ ପାୱାର ଡିଷ୍ଟ୍ରିବ୍ୟୁସନ ଲିଃ’ ଭାବେ ନାମିତ ହୋଇଛି। ସୂଚନା ଅନୁସାରେ ଏହି ନୂଆ କମ୍ପାନୀର ପରିଚାଳନା ନିମନ୍ତେ ୯ଜଣିଆ ନିର୍ଦ୍ଦେଶକମଣ୍ଡଳୀ […]

tata-power

tata-power

Manoranjan Sial
  • Published: Monday, 01 June 2020
  • Updated: 01 June 2020, 10:23 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ‘ସେସୁ’ ଆଜିଠୁ ଟାଟା ପାୱାର କମ୍ପାନୀ ଅଧୀନକୁ ଯାଇଛି। ଏହାସହିତ ‘ସେସୁ’ କମ୍ପାନୀର ନାଁ ପରିବର୍ତ୍ତନ ହେବା ସହ ମାଲିକାନା ସତ୍ତ୍ୱରେ ମଧ୍ୟ ପରିବର୍ତ୍ତନ ହୋଇଛି। ଟାଟା ପାୱାର ଓ ‘ସେସୁ’ ମଧ୍ୟରେ ଆଜି ବିଧିବଦ୍ଧ ଚୁକ୍ତିନାମା ସ୍ୱାକ୍ଷରିତ ହେବାପରେ ‘ସେସୁ’ର ନାଁ ବଦଳି ‘ଟାଟା ପାୱାର ସେଣ୍ଟ୍ରାଲ ପାୱାର ଡିଷ୍ଟ୍ରିବ୍ୟୁସନ ଲିଃ’ ଭାବେ ନାମିତ ହୋଇଛି।

ସୂଚନା ଅନୁସାରେ ଏହି ନୂଆ କମ୍ପାନୀର ପରିଚାଳନା ନିମନ୍ତେ ୯ଜଣିଆ ନିର୍ଦ୍ଦେଶକମଣ୍ଡଳୀ ରହିବେ। ସେଥିରେ ଟାଟା ପାୱାରର ୫ ଜଣ ଓ ସରକାରଙ୍କ ତରଫରୁ ୪ଜଣ ନିର୍ଦ୍ଦେଶକ ରହିବେ। ବୁଝାମଣା ଅନୁସାରେ ଏବେ ଗ୍ରୀଡକୋ ଅଧ୍ୟକ୍ଷ ସୌରଭ ଗର୍ଗ ଏହି ପରିଚାଳନା ନିର୍ଦ୍ଦେଶକ ମଣ୍ଡଳୀର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଇବେ। ଏହାବ୍ୟତୀତ ସେସୁ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପୂର୍ବଭଳି ନୂଆ କମ୍ପାନୀରେ କାର୍ଯ୍ୟ କରିବେ। ସେମାନଙ୍କର ଚାକିରି ସର୍ତ୍ତାବଳୀରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଏହି ହସ୍ତାନ୍ତର ପ୍ରକ୍ରିୟା ଯୋଗୁ ସେସୁର ୫ଟି ସର୍କଲ ଏବେ ଟାଟା ପାୱାର କମ୍ପାନୀ ଅଧୀନକୁ ଆସିଛି। ଏଥିରେ ଭୁବନେଶ୍ୱରର ୨ଟି ସର୍କଲ, ଢେ଼ଙ୍କାନାଳ, କଟକ ଓ ପାରାଦୀପର ଗୋଟିଏ ଲେଖାଏଁ ସର୍କଲ ରହିଛି। ଏହି ସର୍କଲଗୁଡ଼ିକ ରାଜ୍ୟର ୯ଟି ଜିଲ୍ଲା ଯଥା- ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୁଳ ଓ ନୟାଗଡ଼ ଜିଲ୍ଲାରେ ରହିଛି।

ସୂଚନାଯୋଗ୍ୟ, ଦୀର୍ଘଦିନ ଧରି ‘ସେସୁ’ର ୫୧ ପ୍ରତିଶତ ମାଲିକାନାକୁ ବିକ୍ରି କରିବା ପ୍ରକ୍ରିୟା ଚାଲିଥିଲା ଓ ନିକଟ ଅତୀତରେ ଟାଟା ପାୱାର ଏହି ୫୧ ପ୍ରତିଶତ ମାଲିକାନା କ୍ରୟ କରିଥିଲା। ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ ଏହା ନୂଆ କମ୍ପାନୀରେ ପରିଣତ ହେବା ପାଇଁ ଧାର୍ଯ୍ୟ ହୋଇଥିଲା। ତେବେ କରୋନା କାରଣରୁ ‘ସେସୁ’କୁ ଅଧିଗ୍ରହଣ କରିବାରେ ବିଳମ୍ବ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story