କବିସୂର୍ଯ୍ୟନଗରରେ ବି ଚକଡ଼ା ପୋକ: ଚିନ୍ତାରେ ଚାଷୀ

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ମଧ୍ୟ ଚକଡ଼ା ପୋକ ପ୍ରଭାବ । ଗୁଡିଆଳି, କନିକ୍ଷାରୀ, ବାଲେସର ଭଳି ବିଭିନ୍ନ ଅଞ୍ଚଳରେ ଚକଡା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଧାରକରଜ କରି ଚାଷ କରିବା ପରେ ଅମଳ ବେଳକୁ ଚକଡା ପୋକ ପ୍ରଭାବରେ ଫସଲ ନଷ୍ଟ ହୋଇଯିବାରୁ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ।</p> <p>ଏନେଇ କବିସୂର୍ଯ୍ୟନଗର ତହସିଲଦାର କହିଛନ୍ତି, &ldquo;ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଟଙ୍କା ଆସିନାହିଁ।&rdquo;</p>

Ordigital Desk
  • Published: Wednesday, 08 November 2017
  • Updated: 08 November 2017, 07:04 PM IST

Sports

Latest News

<p>ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲା କବିସୂର୍ଯ୍ୟନଗରରେ ମଧ୍ୟ ଚକଡ଼ା ପୋକ ପ୍ରଭାବ । ଗୁଡିଆଳି, କନିକ୍ଷାରୀ, ବାଲେସର ଭଳି ବିଭିନ୍ନ ଅଞ୍ଚଳରେ ଚକଡା ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ଧାରକରଜ କରି ଚାଷ କରିବା ପରେ ଅମଳ ବେଳକୁ ଚକଡା ପୋକ ପ୍ରଭାବରେ ଫସଲ ନଷ୍ଟ ହୋଇଯିବାରୁ ଏବେ ଚିନ୍ତାରେ ପଡିଛନ୍ତି ଚାଷୀ।</p><p>ଏନେଇ କବିସୂର୍ଯ୍ୟନଗର ତହସିଲଦାର କହିଛନ୍ତି, &ldquo;ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଟଙ୍କା ଆସିନାହିଁ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos