ଚାଷୀଙ୍କୁ ପୁଣି ଦାମଙ୍କ ଉପହାସ: ଋଣ ଟଙ୍କାରେ ମଦ ପିଅନ୍ତି

ଭୁବନେଶ୍ୱର: ଦାମୋଦର ରାଉତ ଏମିତି ଜଣେ ନେତା ଯାହା ପାଟିରୁ ବାହାରୁ ଥିବା କିଛି ବି କଥା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଥାଏ। ଆଜି ଦାମ ଚାଷୀଙ୍କୁ ନେଇ ପୁଣି ଏପରି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯାହା ରାଜ୍ୟ ରାଜନୀତିରେ ହୃଦକମ୍ପନ ସୃଷ୍ଟି କରିଛି। ଚାଷୀ ମୃତ୍ୟୁକୁ ନେଇ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିବା ଦାମ ଆଜି ସେମାନଙ୍କ ମଦୁଆ କହି ଉପହାସ କରିଥିବା ଅଭିଯୋଗ ହୋଇଛି। ଚାଷ ପାଇଁ ଋଣ କରି ଚାଷୀ ଝିଅ […]

dama

dama

Rakesh Mallick
  • Published: Wednesday, 05 April 2017
  • Updated: 05 April 2017, 08:45 PM IST

Sports

Latest News

ଭୁବନେଶ୍ୱର: ଦାମୋଦର ରାଉତ ଏମିତି ଜଣେ ନେତା ଯାହା ପାଟିରୁ ବାହାରୁ ଥିବା କିଛି ବି କଥା ରାଜ୍ୟ ରାଜନୀତିକୁ ସରଗରମ କରିଦେଇଥାଏ। ଆଜି ଦାମ ଚାଷୀଙ୍କୁ ନେଇ ପୁଣି ଏପରି ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ଯାହା ରାଜ୍ୟ ରାଜନୀତିରେ ହୃଦକମ୍ପନ ସୃଷ୍ଟି କରିଛି। ଚାଷୀ ମୃତ୍ୟୁକୁ ନେଇ ପୂର୍ବରୁ ବିବାଦୀୟ ମନ୍ତବ୍ୟ ଦେଇଥିବା ଦାମ ଆଜି ସେମାନଙ୍କ ମଦୁଆ କହି ଉପହାସ କରିଥିବା ଅଭିଯୋଗ ହୋଇଛି। ଚାଷ ପାଇଁ ଋଣ କରି ଚାଷୀ ଝିଅ ବାହାଘର କରିବା ସହ ମଦ ପିଇଥାନ୍ତି ବୋଲି ଦାମ କହିଛନ୍ତି।

ସେ କହିଛନ୍ତି,“ଚାଷୀ କେବେ ଆତ୍ମହତ୍ୟା କରି ନ ଥାଏ କି ଆଦିବାସୀ ଭିକ ମାଗି ନ ଥାଏ।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଆନୁଗତ୍ୟ ମନ୍ତବ୍ୟକୁ ନେଇ ମଧ୍ୟ ଦାମ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,“ଆମ ଦଳରେ ବି ନିଶ୍ଚିତ ଦ୍ୱୈତ ଆନୁଗତ୍ୟ ବ୍ୟକ୍ତି ଥିବେ। ୨୦୧୨ ମେ ୨୯ ତାରିଖରେ କ’ଣ ହେଲା ଦେଖିଲେନି। ଯିଏ ନବୀନଙ୍କ ସମାଲୋଚନା କରୁଥିଲେ ସେମାନେ ଏବେ ଦଳରେ ଅଛନ୍ତି। ମୋ ନେତା ନବୀନ, ମୁଁ ମୋ ଆନୁଗତ୍ୟ ପରିବର୍ତ୍ତନ କରିବି ନାହିଁ।”

ସେ ଆହୁରି କହିଛନ୍ତି,“ଦଳ ପରିଚାଳନା ପାଇଁ ଉପସଭାପତି ଓ ସମ୍ପାଦକ ପରାମର୍ଶ ଦେଇଥାନ୍ତି। ଏଠାରେ ସେମିତି ହେଉନି, କେବେ ବୈଠକ ଡକାଯାଉନି। ନିର୍ବାଚନ ସରିବା ପରେ ସଭାପତି କ’ଣ ବୈଠକ ଡାକିଛନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story