ବାଲେଶ୍ୱରରେ ଡେରା ପକାଇଛି ଛତିଶଗଡ଼ ପୁଲିସ୍‌

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶାସନବାଡ଼ ଅଞ୍ଚଳରେ ଡେରା ପକାଇଛି ଛତିଶଗଡ଼ ପୁଲିସ୍‌ । ୨ ଦିନ ଧରି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲେ ମଧ୍ୟ କାହାରିକୁ ଧରିନାହିଁ ଛତିଶଗଡ଼ ପୁଲିସ୍‌। ଏହି ଅଂଚଳର ଶତାଧିକ ଲୋକ ଗ୍ରୀନରେ ଚିଟଫଣ୍ଡ ଠକାମୀର ଶିକାର ହୋଇଛନ୍ତି  । ୨୦୧୩ରେ ଗ୍ରୀନରେ ଉପରେ ପ୍ରଥମଥର ଲାଗି ଚଢ଼ାଉ କରି କାର୍ଯ୍ୟାଳୟକୁ ସିଲ୍ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଥିଲା […]

police

police

Niharika Rout
  • Published: Thursday, 23 December 2021
  • Updated: 23 December 2021, 12:34 PM IST

Sports

Latest News

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଗ୍ରୀନରେ ଚିଟଫଣ୍ଡ ଠକେଇ ମାମଲାରେ ଅଭିଯୁକ୍ତଙ୍କୁ ଧରିବାକୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଶାସନବାଡ଼ ଅଞ୍ଚଳରେ ଡେରା ପକାଇଛି ଛତିଶଗଡ଼ ପୁଲିସ୍‌ । ୨ ଦିନ ଧରି ବିଭିନ୍ନ ସ୍ଥାନରେ ରେଡ୍ କରିଥିଲେ ମଧ୍ୟ କାହାରିକୁ ଧରିନାହିଁ ଛତିଶଗଡ଼ ପୁଲିସ୍‌। ଏହି ଅଂଚଳର ଶତାଧିକ ଲୋକ ଗ୍ରୀନରେ ଚିଟଫଣ୍ଡ ଠକାମୀର ଶିକାର ହୋଇଛନ୍ତି  ।

୨୦୧୩ରେ ଗ୍ରୀନରେ ଉପରେ ପ୍ରଥମଥର ଲାଗି ଚଢ଼ାଉ କରି କାର୍ଯ୍ୟାଳୟକୁ ସିଲ୍ କରିବା ସହ ଅନେକ ଲୋକଙ୍କୁ ଗିରଫ କରିଥିଲା ସିବିଆଇ । କୋଲକାତା ଏୟାରପୋର୍ଟରୁ ଗ୍ରୀନରେ ମୁଖ୍ୟ ସହିରୁଦ୍ଦିନକୁ ୨୦୧୭ରେ ଗିରଫ କରିଥିଲା ସିବିଆଇ ।  ଅନ୍ୟ ସହଯୋଗୀ ଆୟୁବ ସାହା ଛତିଶଗଡ଼ରୁ ଧରା ପଡିଥିଲା।

ଏହି ସଂସ୍ଥା ସାରା ଦେଶରେ ୨ ହଜାର କୋଟିରୁ ଅଧିକ ଟଙ୍କା ଲୁଟି ଥିବାବେଲେ ଓଡିଶାରୁ ୫ଶହ କୋଟିରୁ ଅଧିକ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଥିଲା । ତେବେ କେବେ ମିଳିବ ଟଙ୍କା ଏହାକୁ ନେଇ ଚିନ୍ତିତ ରହିଛନ୍ତି ଜମାକାରୀ ।

ଏନେଇ ଜଣେ ମହିଳା ଜମାକାରୀ କହିଛନ୍ତି, ଟଙ୍କା ଦିଅ, ଭଲ ଲାଭ ମିଳିବ ବୋଲି ପ୍ରଲୋଭିତ କରି ଆମଠୁ ଟଙ୍କା ନେଇଗଲେ। ହେଲେ ଟଙ୍କା ମାଗିବାରୁ ଏବେ ଧମକଚମକ ଦେଉଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଖୋଜି ବାହାର କରିବାକୁ ଆମେ ଦାବି କରୁଛୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story