ନକ୍ସଲ ଭାବି ଏନ୍‌କାଉଣ୍ଟର କରିଥିଲେ, କ୍ଷତିପୂରଣ ସହ ଚାକିରି ଦେଲେ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତର ଦୁଇ ଜଣ ନିରୀହ ଲୋକଙ୍କୁ ନକ୍ସଲ ସନ୍ଦେହ କରି ଛତିଶଗଡ଼ ପୁଲିସ ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ପ୍ରକୃତ ସତ୍ୟ ଜଣାପଡ଼ିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ପରିବାର ପିଛା ଜଣକୁ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ […]

CHHATTISGARH-GOVT-ANNOUNCES-COMPENSATION-PACKAGE-FOR-VICTIMS-OF-FAKE-ENCOUNTER

Manoranjan Sial
  • Published: Monday, 15 July 2019
  • Updated: 15 July 2019, 08:09 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସୀମାନ୍ତବର୍ତ୍ତୀ କୁନ୍ଦେଇ ପଞ୍ଚାୟତର ଦୁଇ ଜଣ ନିରୀହ ଲୋକଙ୍କୁ ନକ୍ସଲ ସନ୍ଦେହ କରି ଛତିଶଗଡ଼ ପୁଲିସ ଏନ୍‌କାଉଣ୍ଟର କରିଥିଲା। କିନ୍ତୁ ପ୍ରକୃତ ସତ୍ୟ ଜଣାପଡ଼ିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରକୁ ପାଞ୍ଚଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହାଛଡ଼ା ପରିବାର ପିଛା ଜଣକୁ ଚାକିରି ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରାଇଘର ବ୍ଲକ କୁନ୍ଦେଇ ପଞ୍ଚାୟତ ଅନ୍ତର୍ଗତ ସେମରଡିହି ଗ୍ରାମର ବୁଧେସିଂ କମାର ଓ ସହଦେବ ଗଣ୍ଡ ଛତିଶଗଡ଼ ଜଙ୍ଗଲକୁ ମହୁ ସଂଗ୍ରହ କରିବା ପାଇଁ ଯାଇଥିଲେ। ସେହି ସମୟରେ ଛତିଶଗଡ଼ ପୁଲିସ ପକ୍ଷରୁ ଉକ୍ତ ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିଲା। ବୁଧେସିଂ ଓ ସହଦେଵଙ୍କୁ ନକ୍ସଲ ହୋଇଥିବା ସନ୍ଦେହ କରି ଉଭୟଙ୍କୁ ଗୁଳି କରିଥିଲା ଛତିଶଗ଼ଡ଼ ପୁଲିସ। ଏହି ଖବର ପ୍ରଚାର ହେବା ପରେ କୁନ୍ଦେଇ ସରପଞ୍ଚ ସନରାଜ ଗଣ୍ଡ ଦୁଇ ମୃତକଙ୍କ ସମସ୍ତ ପ୍ରକାର ପ୍ରମାଣପତ୍ର ନେଇ ଛତିଶଗଡ଼ ସରକାରଙ୍କ ନିକଟରେ ରଖିବା ସହ ଏକ ତଦନ୍ତ କମିଟି ଗଠନ ପାଇଁ ଦାବି କରିଥିଲେ। ତଦନ୍ତରେ ଏହି ଏନକାଉଣ୍ଟର ଘଟଣାର ସତ୍ୟାସତ୍ୟ ପଦାକୁ ଆସିବା ପରେ ଛତିଶଗଡ଼ ସରକାର ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବାକୁ ସ୍ଥିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story