ଛତିଶଗଡ଼ର ଦାଦାଗିରି: ପୁଣି ବନ୍ଦ କଲା ମହାନଦୀ ପାଣି

ଭୁବନେଶ୍ୱର: ମହାନଦୀ ପାଣି ଉପରେ ଦାଦାଗିରି ଜାରି ରଖିଛି ଛତିଶଗଡ଼। ପୁଣି ବନ୍ଦ କଲା ହୀରାକୁଦ ଉପର ମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜ୍ ଗେଟ୍। ଫଳରେ ପ୍ରଭାବିତ ହେଉଛି ଝାରସୁଗୁଡା ଜିଲ୍ଲାର କିଛି ପଞ୍ଚାୟତ। ବ୍ୟାରେଜ୍ ଉପର ମୁଣ୍ଡରେ ପାଣି ଭର୍ତ୍ତି। ତଳମୁଣ୍ଡ ପୂରା ଶୁଖିଲା। ଖାଲି ବାଲି ହିଁ ବାଲି। କାରଣ ବନ୍ଦ ରହିଛି କଲାମ ବ୍ୟାରେଜ୍‌ ଗେଟ୍। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ନିର୍ମାଣ କରିଥିବା ପ୍ରଥମ କଲମା ଶିଳ୍ପ ବ୍ୟାରଜ ୬୬ଟି ଗେଟ୍ […]

kalma barrage

kalma barrage

Rakesh Mallick
  • Published: Tuesday, 30 May 2017
  • Updated: 30 May 2017, 07:24 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ପାଣି ଉପରେ ଦାଦାଗିରି ଜାରି ରଖିଛି ଛତିଶଗଡ଼। ପୁଣି ବନ୍ଦ କଲା ହୀରାକୁଦ ଉପର ମୁଣ୍ଡରେ ଥିବା କଲ୍‌ମା ବ୍ୟାରେଜ୍ ଗେଟ୍। ଫଳରେ ପ୍ରଭାବିତ ହେଉଛି ଝାରସୁଗୁଡା ଜିଲ୍ଲାର କିଛି ପଞ୍ଚାୟତ।

ବ୍ୟାରେଜ୍ ଉପର ମୁଣ୍ଡରେ ପାଣି ଭର୍ତ୍ତି। ତଳମୁଣ୍ଡ ପୂରା ଶୁଖିଲା। ଖାଲି ବାଲି ହିଁ ବାଲି। କାରଣ ବନ୍ଦ ରହିଛି କଲାମ ବ୍ୟାରେଜ୍‌ ଗେଟ୍। ହୀରାକୁଦ ଉପର ମୁଣ୍ଡରେ ଛତିଶଗଡ ନିର୍ମାଣ କରିଥିବା ପ୍ରଥମ କଲମା ଶିଳ୍ପ ବ୍ୟାରଜ ୬୬ଟି ଗେଟ୍ ବନ୍ଦ କରିବାରୁ ଏମିତି ସ୍ଥିତି ଉପୁଜିଛି। ଏହାର ପ୍ରଭାବ ସିଧା ପଡୁଛି ଓଡ଼ିଶାର ଝାରଶୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କଣ୍ଡେଇକେଲା, ରେମତା ଓ ଚାରପାଲି ପଂଚାୟତ ଉପରେ। ଚାଷ କାମ ବାଧାପ୍ରାପ୍ତ ହେଉଛି। ମତ୍ସଜୀବୀ ମଧ୍ୟ ଜୀବିକା ହରାଉଛନ୍ତି। ମହାନଦୀର ଅପରପାର୍ଶ୍ୱ ବରଗଡ ଜିଲ୍ଲାର କିଛି ପଞ୍ଚାୟତ ବି ସମସ୍ୟାରେ ପଡୁଛନ୍ତି।

ଚାଷୀ ଲିଙ୍ଗରାଜ ସାହୁ କହିଛନ୍ତି,“ପାଣି ନ ଆସିବାରୁ ଚାଷୀ ଆଉ ଚାଷ କରିପାରୁ ନାହାନ୍ତି। ଯେଉଁମାନେ ମାଛ ମାରି ଜୀବିକା ନିର୍ବାହ କରୁଥିଲେ ସେମାନଙ୍କ ଅବସ୍ଥା ମଧ୍ୟ ଦୁର୍ବିସହ ହୋଇପଡ଼ିଲାଣି।”

କଲମା ତଳମୁଣ୍ଡରେ ଥିବା ଛତିଶଗଡର କିଛି ଗାଁ ବି ପ୍ରଭାବିତ ହୋଇଛି। ଏଥିପାଇଁ ଛତିଶଗଡ ଜନତା କଂଗ୍ରେସ ଆପତ୍ତି ଉଠାଇଛି।

ଛତିଶଗଡ଼ ଜନତା କଂଗ୍ରେସ ନେତ୍ରୀ ଗୀତାଞ୍ଜଳି ପଟେଲ କହିଛନ୍ତି,“ମହାନଦୀ ପାଣି ଉପରେ ଛତିଶଗଡ଼ର ଯେତିକି ଅଧିକାର ରହିଛି ସେତିକି ଓଡିଶାର ମଧ୍ୟ ରହିଛି। ଏହି ପାଣି ବନ୍ଦ କରିବା ନିୟମ ବିରୋଧୀ।”

କଲମା ବ୍ୟାରେଜ ବନ୍ଦ କରିବାକୁ ନେଇ ବିଜେଡି ଉଦବେଗ ପ୍ରକାଶ କରିଥିବା ବେଳେ ବିଜେପି କହିଛି କେଉଁଠି ଗେଟ୍ ବନ୍ଦ ହୋଇଛି ତଥ୍ୟ ଲୋକଲୋଚନକୁ ଆଣନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story