ଗଞ୍ଜେଇ ପାଇଁ ଚାଲିଥିଲା ଯାଞ୍ଚ, ମିଳିଲା ୫୦ ଲକ୍ଷ ଟଙ୍କାର ହୀରା

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଓଡ଼ିଶାରୁ ଚାଲାଣ ହେଉଥିବା ଗଞ୍ଜେଇ ଧରିବା ପାଇଁ ଯାଞ୍ଚ କରୁଥିଲା ଛତିଶଗଡ଼ ପୁଲିସ୍‌। ହେଲେ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା। ବାପ-ପୁଅ ଯୋଡି ସ୍କୁଟିରେ ହୀରା ନେଇ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି। ଗୁରୁବାର ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାରସୁଣ୍ଡି ଟୋଲା ଗାଁର ଖୋକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ସ୍କୁଟିରେ ହୀରା ଧରି ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଛତିଶଗଡ଼ର ଶୋଭା ଥାନା […]

Chhattisgarh

Chhattisgarh

Manoranjan Sial
  • Published: Friday, 10 June 2022
  • Updated: 10 June 2022, 08:57 PM IST

Sports

Latest News

ଉମରକୋଟ(କାର୍ତ୍ତିକ ମଲ୍ଲିକ): ଓଡ଼ିଶାରୁ ଚାଲାଣ ହେଉଥିବା ଗଞ୍ଜେଇ ଧରିବା ପାଇଁ ଯାଞ୍ଚ କରୁଥିଲା ଛତିଶଗଡ଼ ପୁଲିସ୍‌। ହେଲେ ମିଳିଲା ୫୦ ଲକ୍ଷ ଟଙ୍କାର ହୀରା। ବାପ-ପୁଅ ଯୋଡି ସ୍କୁଟିରେ ହୀରା ନେଇ ଯାଉଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି।

ଗୁରୁବାର ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଭାରସୁଣ୍ଡି ଟୋଲା ଗାଁର ଖୋକନ ଢାଲି ଓ ତାଙ୍କ ପୁଅ ବିପ୍ଲବ ଢାଲି ସ୍କୁଟିରେ ହୀରା ଧରି ଛତିଶଗଡ଼ର ରାୟପୁର ଅଭିମୁଖେ ଯାଉଥିଲେ। ତେବେ ରାସ୍ତାରେ ଛତିଶଗଡ଼ର ଶୋଭା ଥାନା ପୁଲିସ୍‌ ଯାନବାହାନ ଯାଞ୍ଚ କରୁଥିଲା। ପୁଲିସକୁ ଦେଖି ଉଭୟ ବାପ-ପୁଅ ଖସି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କୁ ପୁଲିସ୍‌ ମାଡ଼ି ବସିଥିଲା।

ଗାଡ଼ି ଯାଞ୍ଚ ବେଳେ ଡିକିରୁ ୭୪୫ କ୍ୟାରେଟ୍‌ ହୀରା ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହେବ ବୋଲି ଗରିଆବନ୍ଦ ଏସ୍‌ପି ସୂଚନା ଦେଇଛନ୍ତି। ପୁଲିସ ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏମାନେ କେତେଦିନ ହେଲା ହୀରା ଚାଲାଣ କରୁଥିଲେ? କେଉଁଠୁ ହୀରା ଆଣି କୁଆଡ଼େ ନେଉଥିଲେ? ହୀରା ଚାଲାଣର ମାଷ୍ଟର ମାଇଁଣ୍ଡ କିଏ? ଏ ସବୁର ଉତ୍ତର ପାଇବା ପାଇଁ ଛତିଶଗଡ଼ ପୁଲିସ୍ ତଦନ୍ତ ଚଳାଇଛି।

ସୂଚନାରୁ ପ୍ରକାଶ, ଅନେକ ସମୟରେ ଓଡ଼ିଶାରୁ ଛତିଶଗଡ଼କୁ ବାଇକ୍‌, ବୋଲେରୋ ଓ ଟ୍ରକ୍‌ରେ ଗଞ୍ଜେଇ ଚାଲାଣ ହେଉଛି। ଯେଉଁଥିପାଇଁ ଛତିଶଗଡ଼ ପୁଲିସ ସୀମାନେ ତୀକ୍ଷ୍ଣ ନଜର ରଖିବା ସହିତ ଓଡ଼ିଶାରୁ ଯାଉଥିବା ଗାଡ଼ି ଗୁଡ଼ିକୁ ତନ୍ନତନ୍ନ କରି ଯାଞ୍ଚ କରୁଛି। ଏହି ଯାଞ୍ଚ ବେଳେ ଗୁରୁବାର ଛତିଶଗଡ଼ ପୁଲିସ୍‌କୁ ହୀରା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story