ଚିଙ୍ଗୁଡି ଫାର୍ମକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ , ୧୦ ଆହତ

ବ୍ରହ୍ମଗିରି: ବ୍ରହ୍ମଗିରିରେ ଚିଙ୍ଗୁଡି ଫାର୍ମକୁ ନେଇ ଦୁଇ ଗାଁ ମଧ୍ୟରେ ଏହି ସଂଘର୍ଷ ଘଟିଛି। କୃଷ୍ଣପ୍ରସାଦ ବ୍ଲକ୍ ଅଲଣ୍ଡା ଓ ପାଟଣା ଗାଁରେ ସଂଘର୍ଷ ଘଟିବା ସହ ଉତ୍ତେଜନା ଦେଖାଦେଇଛି। ଗୁଳିମାଡ଼ ଓ ଗୋଷ୍ଠୀ ସଂଘର୍ଷରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଥିବା ପ୍ରାଥମିକ ସ୍ତରରେ ସୂଚନା ମିଳିଛି। ଗୁରୁତର ୩ ଜଣଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

bramagire

bramagire

Rakesh Mallick
  • Published: Saturday, 20 June 2015
  • Updated: 20 June 2015, 11:55 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story