ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍: ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି

ଫୁଲବାଣୀ: ଦୁଇ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆସିଛି ଏକ ବାଲ୍ୟ ବିବାହ ଅଭିଯୋଗ। ଜଣେ ୧୬ବର୍ଷର ନାବାଳିକାର ବାହାଘର କରିବାକୁ ପରିବାର ଲୋକେ ପ୍ରସ୍ତୁତି ଚଳାଇଥିବା ବେଳେ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ପଞ୍ଚାୟତର ଗଡ଼ସାହିରେ। ଚାଇଲ୍ଡ ଲାଇନ୍ ଅଧିକାରୀମାନେ ଗାଁରେ ପହଞ୍ଚି ବାହାଘର ବନ୍ଦ କରିବା ସହ ନାବାଳିକାଙ୍କୁ  ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଗଡ଼ସାହିର ଏହି […]

girls

girls

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 02:41 PM IST

Sports

Latest News

ଫୁଲବାଣୀ: ଦୁଇ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ଆସିଛି ଏକ ବାଲ୍ୟ ବିବାହ ଅଭିଯୋଗ। ଜଣେ ୧୬ବର୍ଷର ନାବାଳିକାର ବାହାଘର କରିବାକୁ ପରିବାର ଲୋକେ ପ୍ରସ୍ତୁତି ଚଳାଇଥିବା ବେଳେ ଉଦ୍ଧାର କରାଯାଇଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ ପଞ୍ଚାୟତର ଗଡ଼ସାହିରେ। ଚାଇଲ୍ଡ ଲାଇନ୍ ଅଧିକାରୀମାନେ ଗାଁରେ ପହଞ୍ଚି ବାହାଘର ବନ୍ଦ କରିବା ସହ ନାବାଳିକାଙ୍କୁ  ଉଦ୍ଧାର କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି।

ଗଡ଼ସାହିର ଏହି ନାବାଳିକାର ବିବାହ, କେ. ନୂଆଗାଁର ଜଣେ ୨୨ବର୍ଷର ଯୁବକଙ୍କ ସହ ସ୍ଥିର ହୋଇଥିଲା। ଏନେଇ କେହି ଚାଇଲ୍ଡ ଲାଇନକୁ ଫୋନ୍ କରି ଜଣାଇଥିଲେ। ଖବରପାଇ ଚାଇଲ୍ଡ ଲାଇନ୍ ସଦସ୍ୟମାନେ ଫିରିଙ୍ଗିଆ ଥାନା ଓ ସିଡିପିଓଙ୍କ ସହାୟତାରେ ନାବାଳିକାଙ୍କ ଘରେ ପହଞ୍ଚି ବିବାହ ରୋକିବା ସହ ତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ।

ବର୍ତ୍ତମାନ ନାବାଳିକାକୁ ଫୁଲବାଣୀ ସ୍ଥିତ ସାଧନା କେନ୍ଦ୍ରରେ କିଛି ଦିନ ପାଇଁ ରଖାଯିବ। ପରେ ତାଙ୍କ ଅଭିଭାବକଙ୍କ ସହିତ ଆଲୋଚନାକରି ନାବାଳିକାର ଥଇଥାନ ନିମନ୍ତେ କିଛି ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧ୍ୟକ୍ଷ କହିଛନ୍ତି।

ସୂଚନାଯୋଗ୍ୟ, ଗତ ୧୮ ତାରିଖ ଦିନ ରାୟଗଡ଼ା ଜିଲ୍ଲା କାଶିପୁର ଅନ୍ତର୍ଗତ ସାନ୍ତିନଗରୁ ଜଣେ ନାବାଳିକାଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀମାନେ ଉଦ୍ଧାର କରିଥିଲେ। ବୁଝାଶୁଝା ପରେ ଉଭୟ ପରିବାର ନାବାଳିକାକୁ ୧୮ ବର୍ଷ ନ ହେବା ପର୍ଯ୍ୟନ୍ତ ବାହାଘର କରିବେ ନାହିଁ ବୋଲି ରାଜି ହେବା ସହ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଫଳରେ ବାଲ୍ୟ ବିବାହ ସ୍ଥଗିତ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story