ମା’ ବୟଫ୍ରେଣ୍ଡ୍‌, ବାପା ଗର୍ଲଫ୍ରେଣ୍ଡ୍‌ ସହ ଫେରାର- ପୁଅ ଅନାଥ!

ନୀଳଗିରି (ବିଶ୍ୱମ୍ଭର ଦାସ): କୁନି ପୁଅକୁ ଅନାଥ କରିଦେଲା ବାପା-ମାଆଙ୍କ ଅବୈଧ ପ୍ରେମ। ମାଆ  ବୟଫ୍ରେଣ୍ଡ୍‌ ଓ ବାପା ଗାର୍ଲଫ୍ରେଣ୍ଡଙ୍କ ସହ ପଳାଇଗଲା ପରେ ୧୧ ବର୍ଷର ପିଲାଟି ସମାଜରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ନିଜର ପେଟ ଚାଖଣ୍ଡକ ପାଇଁ ଭିକ୍ଷାବୃତ୍ତି କରୁଛି। ଦୁନିଆକୁ ଭଲ ଭାବେ ଦେଖିନଥିବା ଓ ବୁଝିନଥିବା ଏହି ପିଲାଟିକୁ ନୀଳଗିରି ଥାନା ପୁଲିସ ଉଦ୍ଧାର କରି ଚାଇଲ୍‌ଡ ହେଲ୍‌ପ ଲାଇନ୍‌ କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରିଛି। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା […]

child-rescue-from-nilagiri-thana-under-balasore

Manoranjan Sial
  • Published: Saturday, 24 August 2019
  • Updated: 27 August 2019, 04:56 PM IST

Sports

Latest News

ନୀଳଗିରି (ବିଶ୍ୱମ୍ଭର ଦାସ): କୁନି ପୁଅକୁ ଅନାଥ କରିଦେଲା ବାପା-ମାଆଙ୍କ ଅବୈଧ ପ୍ରେମ। ମାଆ  ବୟଫ୍ରେଣ୍ଡ୍‌ ଓ ବାପା ଗାର୍ଲଫ୍ରେଣ୍ଡଙ୍କ ସହ ପଳାଇଗଲା ପରେ ୧୧ ବର୍ଷର ପିଲାଟି ସମାଜରେ ବଞ୍ଚିବା ପାଇଁ ସଂଘର୍ଷ କରୁଛି। ନିଜର ପେଟ ଚାଖଣ୍ଡକ ପାଇଁ ଭିକ୍ଷାବୃତ୍ତି କରୁଛି। ଦୁନିଆକୁ ଭଲ ଭାବେ ଦେଖିନଥିବା ଓ ବୁଝିନଥିବା ଏହି ପିଲାଟିକୁ ନୀଳଗିରି ଥାନା ପୁଲିସ ଉଦ୍ଧାର କରି ଚାଇଲ୍‌ଡ ହେଲ୍‌ପ ଲାଇନ୍‌ କର୍ମକର୍ତ୍ତାଙ୍କୁ ହସ୍ତାନ୍ତର କରିଛି।

ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ମିତ୍ରପୁର ଅଞ୍ଚଳର ଅବିନାଶ ପତି (ଛଦ୍ମନାମ) ଜଣେ ଗରିବ ବ୍ୟକ୍ତି। ମୂଲ ମଜୁରୀ ଲାଗି ପରିବାର ଚଳାନ୍ତି। ପରିବାର କହିଲେ ପତ୍ନୀ ଓ ୧୧ ବର୍ଷର ଏକମାତ୍ର ପୁଅ। ପରିବାର ଠିକ୍‌ଠାକ୍‌ ଚାଲିଥିଲା। ଦିନେ ହଠାତ୍‌ ଅବିନାଶଙ୍କ ପତ୍ନୀ ଘରୁ କେଉଁ ଆଡ଼େ ଚାଲି ଗଲେ। ଅବିନାଶ ତାଙ୍କ ପତ୍ନୀଙ୍କୁ ଚାରିଆଡ଼େ ଖୋଜିଥିଲେ ମଧ୍ୟ ପାଇନଥିଲେ। ପରେ ସେ ଶୁଣିବାକୁ ପାଇଲେ ପତ୍ନୀ ତାଙ୍କର ବୟଫ୍ରେଣ୍ଡ୍‌ ସହ ଫେରାର ହୋଇଯାଇଛି। ଏହି କଥା ଶୁଣିବା ପରେ ଅବିନାଶ ଭାଙ୍ଗି ପଡ଼ିଥିଲେ। ନିଜ ପୁତ୍ରକୁ ସାନ୍ନ୍ୱନା ଦେବା ସହିତ ଘରେ ଏକାକି ରହୁଥିଲେ। ତେବେ କିଛି ଦିନ ତଳେ ଅବିନାଶ ତାଙ୍କ ଗର୍ଲଫ୍ରେଣ୍ଡ ସହିତ ପଳାଇ ଯାଇଥିବା ଅଭିଯୋଗ ହୋଇଛି। ବାପା-ମାଆ ପଳାଇଯିବା ପରେ ପିଲାଟି ଖାଇବାକୁ ନପାଇ ଘର ଛାଡ଼ି ଅଜା ଘରକୁ ଚାଲି ଯାଇଥିଲା। ହେଲେ ଅଜାର ନିର୍ଯାତନା ତାଙ୍କ ପାଇଁ ଅସହ୍ୟ ହେଲା। ମଦ ପିଇ ଅଜା ଅବିନାଶଙ୍କୁ ନାନା ନିର୍ଯାତନା ଦେଲେ। ଏପରିକି ମନ ନିଶାରେ ମାଡ଼ ମଧ୍ୟ ମାରିଲେ। ଖାଇବାକୁ ଦେଲେ ନାହିଁ। କିଛି ଉପାୟ ନପାଇ ଅବିନାଶ ଅଜାଙ୍କ ଘରୁ ଚାଲି ଆଜି ଭିକ୍ଷାବୃତ୍ତି କଲେ।

ଦୀର୍ଘ ୭ ମାସ ଧରି ଅବିନାଶ ମିତ୍ରପୁର ମାର୍କେଟରେ ଘୂରି ବୁଲୁଥିଲା। ଏପରିକି ଭିକ୍ଷାବୃତ୍ତି ମଧ୍ୟ କରୁଥିଲେ। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଜାଣିପାରି ନୀଳଗିରି ଥାନା ପୁଲିସକୁ ଖବର ଦେଇଥିଲେ। ପୁଲିସ ପିଲାଟିକୁ ଉଦ୍ଧାର କରି ପଚରାଉଚରା କରିବା ପରେ ଜଣାପଡ଼ିଥିଲା ପୂରା ଘଟଣା। ଆଜି ପୁଲିସ ପିଲାଟିକୁ ଚାଇଲଡ୍‌ ଲାଇନ୍‌ ଅଧିକାରୀଙ୍କୁ ହସ୍ତାନ୍ତର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story