ନ୍ୟୁ-ଷ୍ଟିୱାର୍ଟ ସ୍କୁଲରେ ଶିଶୁ ଦିବସ

କଟକ (ଓଡ଼ିଶା ରିପୋର୍ଟର): କଟକ ମିଶନ୍‌ ରୋଡ୍‌ ସ୍ଥିତ ନ୍ୟୁ-ଷ୍ଟିୱାର୍ଟ  ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି। ଏଥିରେ ଏମ୍‌.ତୃପ୍ତିରାଣୀଙ୍କ ଅଧ୍ୟକ୍ଷତା କରିଥିଲେ। ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହରୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା। ଦେଶ ପ୍ରତି ନେହରୁଙ୍କର ଆବଦାନ ଓ ଶୁଶୁମାନଙ୍କ ପ୍ରତି ତାଙ୍କ ସ୍ନେହ, କର୍ତ୍ତବ୍ୟ ବିଷୟରେ ଅତିଥିମାନେ ଛାତ୍ରଛତ୍ରୀମାନଙ୍କୁ ବୁଝାଇ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକିଆ ପୋଷାକ ଓ ମ୍ୟୁଜିକାଲ୍‌ […]

4

4

Biswobandita Swain
  • Published: Wednesday, 14 November 2018
  • Updated: 14 November 2018, 11:38 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): କଟକ ମିଶନ୍‌ ରୋଡ୍‌ ସ୍ଥିତ ନ୍ୟୁ-ଷ୍ଟିୱାର୍ଟ  ବିଦ୍ୟାଳୟରେ ଶିଶୁ ଦିବସ ପାଳନ ହୋଇଯାଇଛି। ଏଥିରେ ଏମ୍‌.ତୃପ୍ତିରାଣୀଙ୍କ ଅଧ୍ୟକ୍ଷତା କରିଥିଲେ।
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ୍‌ ନେହରୁଙ୍କର ପ୍ରତିମୂର୍ତ୍ତୀରେ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ ବିଦ୍ୟାଳୟର ଅଧ୍ୟକ୍ଷା। ଦେଶ ପ୍ରତି ନେହରୁଙ୍କର ଆବଦାନ ଓ ଶୁଶୁମାନଙ୍କ ପ୍ରତି ତାଙ୍କ ସ୍ନେହ, କର୍ତ୍ତବ୍ୟ ବିଷୟରେ ଅତିଥିମାନେ ଛାତ୍ରଛତ୍ରୀମାନଙ୍କୁ ବୁଝାଇ ଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁକିଆ ପୋଷାକ ଓ ମ୍ୟୁଜିକାଲ୍‌ ଚେୟାରର ପ୍ରତିଯୋଗିତା ହୋଇଥିଲା। ପରେ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ଶିକ୍ଷୟିତ୍ରୀ ବିଭିନ୍ନ ବର୍ଗର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରଷ୍କୃତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story